Viral Video : ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 96 କୋଟି ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ଆପଣ ତ ଜାଣିଛନ୍ତି ସରକାର ଙ୍କ ଦ୍ୱାରା ଚାଳିତ ଦୁଇଟି ବିମାନ ବନ୍ଦର ରହିଛି ଆଉ ସେଥି ମଧ୍ୟରୁ ଗୋଟିଏ ହେଉଛି ଇଣ୍ଡିଆନ ଏୟାରଲାଇନ୍ସ | ୧୯୩୨ ଅକ୍ଟୋବର ୧୫ ତାରିଖରେ ଏୟାର ଇଣ୍ଡିଆର ବିମାନ ସେବା ଆରମ୍ଭ ହେଇଥିଲା ଏବଂ ସେତେବେଳେ ଏହାର ନାମ ଟାଟା ଏୟାରଲାଇନ୍ସ ରହିଥିଲା |

୧୯୩୨ ମସିହା ଜୁଲାଇ ମାସରେ ଏହା ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର କର୍ପୋରେଟ କାର୍ଯ୍ୟାଳୟ ଦକ୍ଷିଣ ବମ୍ବେର ନରିମାନ ପଇଣ୍ଟରେ ଅବସ୍ଥିତ ଯାହାକି ଏହାର ଦୁଇଟି କେନ୍ଦ୍ରମଧ୍ୟ ରହିଛି | ୨୦୧୪ରେ ଏୟାର ଇଣ୍ଡିଆ ବିଶ୍ୱର ସର୍ବବୃହତ୍ ବିମାନ ଆଲାଏନ୍ସ, ସ୍ଟାର ଆଲାଏନ୍ସର ସଭ୍ୟଭାବେ ଯୋଗ ଦେଇଛି | ବର୍ତ୍ତମାନ ଏହା ସମଗ୍ର ଏସିଆ, ୟୁରୋପ ଓ ଉତ୍ତର ଆମେରିକାକୁ ବିମାନସେବା ଯୋଗାଇବାରେ ସକ୍ଷମ ହୋଇଛି |

 


ତେବେ ମୃତ୍ୟୁ ମୁଖରୁ ଆପଣ ଜଣଙ୍କୁ କିପରି ବାହାରକୁ ଆଣି ପାରିବେ ତାହା ଏକ ଭିଡ଼ିଓ ଏବେ ଭାଇରାଲ ହେଉଛି ଆଉ ଏହାକୁ ଦେଖିଲେ ଆପଣ ନିହାତି ଭାବରେ ଜାଣି ପାରିବେ | ତେବେ ବିମାନ ବନ୍ଦରରେ ଏକ ବ୍ୟକ୍ତି ଙ୍କୁ ଅଚାନକ ହାର୍ଟ ଆଟାକ ଆସିଥିଲା ହଠାତ୍ ସେ ସିଟ ରୁ ତଳେ ପଡ଼ି ଗଲେ, କିଛି CISF ଯବାନ ସେହି ବିମାନ ରେ ଯାଉଥିଲେ ଏହି ସବୁ ଘଟଣା ଦେଖି ସେ ସେହି ବ୍ୟକ୍ତିଙ୍କୁ ଟିକେ ବି ଡେରି ନ କରି ତାଙ୍କ ଛାତି ରେ CPR ଦବା ଆରମ୍ଭ କରିଥିଲେ |

ଆଉ ଜଣେ ଯବାନ ତାଙ୍କ ହାତ ଘୋଷା ମୁଡ଼ା କରିଦେଲେ ଆଉ ଜଣେ ପବନ ଦେଉଥିଲେ ପ୍ରାୟ 25 ସେକେଣ୍ଡ ରେ CPR ଦେଉଥିଲେ | ଏହା ପରେ ତାଙ୍କ ଦେହରୁ ଝାଳ ବାହାରିବା କୁ ଗୋଟିଏ ଯବାନ ତାଙ୍କ ହାତରେ ପୋଛି ଦେଲେ କିଛି ସମୟ ପରେ ତାଙ୍କର ଚେତା ଆସିଲା ଓ ସେ ବସିକି କଥା ମଧ୍ୟ କହିଲେ |

 

ଏହି ଘଟଣା ଟି ସର୍ଦାର ବଲ୍ଲଭଭାଇ ପଟେଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ରୁ ଅହମ୍ମଦାବାଦ ରୁ ହାଇଦ୍ରାବାଦ ବିମାନ ବନ୍ଦରରେକୁ ଯିବା ସମୟରେ ଘଟିଥିଲା | ସେହି ବିମନ ବନ୍ଦରରେ ଯାଉଥିବା ବ୍ୟକ୍ତିଙ୍କ ନାମ ହେଉଛି ନାରାୟଣ ଚୌଧିରୀ ତାଙ୍କର ବୟସ ସୀମା ପ୍ରାୟ ୬୪ରୁ ୬୫ ବୋଲି କହିଛନ୍ତି | ତେବେ ବ୍ୟକ୍ତି ଙ୍କ ସହିତ ତାଙ୍କ ସ୍ତ୍ରୀ ମଧ୍ୟ ଥିଲେ ଆଉ ହଠାତ ବ୍ୟକ୍ତି ଜଣଙ୍କ ବେହୋସ ହୋଇ ପଡ଼ି ଥିଲେ, ଏହି ଖବର ଯେତେ ବେଳେ CISF କପିଲ ରାଘବ ଙ୍କୁ ମିଳିଥିଲା ସେ ତୁରନ୍ତ ଆସି ବ୍ୟକ୍ତି ଙ୍କ ଜୀଵନ ରକ୍ଷା କରିଥିଲେ ଯାହାକି ଏଭଳି ଏକ ଦୃଶ୍ୟ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.