ଦେଖନ୍ତୁ EXCLUSIVE :ଭିଡିଓ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ video -ଅନୁଭବ କଗିଲେ plz ମୋ ବାପାଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅ I ତୁମକୁ ହାତ ଯୋଡୁଛି, ତୁମେ ଫେରିଯାଅ ବର୍ଷା

ଶାନ୍ତିରେ ଶେଷ ନିଃଶ୍ୱାସ ମାରିବାକୁ ଦିଅ ବର୍ଷା। ଏକଥା କେହି କହୁ ନାହାନ୍ତି, ଏକଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜେ ବର୍ଷା ଙ୍କୁ ଅନୁରୋଧ କରି ଏମିତି କଥା କହିଛନ୍ତି। ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ ନିଜେ ଅନୁଭବ ମହାନ୍ତି ଦୁଃଖଦ ସମୟରେ ଏପରି କଥା ପୋଷ୍ଟ କରି କହିଛନ୍ତି। ଯେଯେତେବେଳେ ଅନୁଭବ ବାପା ଙ୍କ ଅବସ୍ଥା ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଅଛି, ଯେତେବେଳେ ଅନୁଭବଙ୍କ ବାପା ଗୁରୁତର ଅସୁସ୍ଥ ହୋଇ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି। କଟକ ରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି। ଆଉ ପୁଅ ଅନୁଭବ ଖବର ପାଇ ଦିଲ୍ଲୀ ରୁ ଭୁବନେଶ୍ବର ଆସୁଛି। ଠିକ୍ ସେତିକିବେଳେ ବର୍ଷା ଙ୍କୁ ଅନୁଭବ ଲୁହ ଛଳଛଳ ଆଖିରେ ଅନୁରୋଧ କରିଛନ୍ତି।

ଆଜ୍ଞା ହଁ, ବାପା ଙ୍କ ଶେଷ ସମୟ ପୂର୍ବରୁ ମାମଲା ସାରି ଦେବାକୁ ପତ୍ନୀ ବର୍ଷା ଙ୍କୁ ଟୁଇଟ୍ କରି କହିଛନ୍ତି ସାଂସଦ ଅନୁଭବ ମହାନ୍ତି। କାରଣ ଅନୁଭବ ଦିଲ୍ଲୀ ରୁ ଭୁବନେଶ୍ବର ଏବଂ ଭୁବନେଶ୍ୱର ରୁ କଟକ ପହଞ୍ଚିବା ସମୟରେ ଗୋଟିଏ କଥାକୁ ବାରମ୍ବାର ଭାବୁଥିବେ ,ଦିନେ ବର୍ଷା କହୁଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ମୋ ଶାଶୁ ଶ୍ୱଶୁର ଭଲରେ ଥାଆନ୍ତୁ।

 

ଆଜି ଏହି ଶ୍ୱଶୁର ସ୍ୱାସ୍ଥ୍ୟବସ୍ଥା ଖରାପ, ଯିଏକି ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି। କଟକ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅନୁଭବ ଙ୍କ ବାପା। କିଭଳି ଏକ ସମୟରେ ଆଇନ ଗତ ଲଢ଼େଇ ସମାପ୍ତ କରି ମାନବିକତା ଦେଖାଇବାକୁ ଅନୁଭବ ବର୍ଷା ଙ୍କୁ ହାତ ଧରି ନେହୁରା ହୋଇଛନ୍ତି। ବାପାଙ୍କୁ ଟିକିଏ ଶାନ୍ତି ରେ ନିଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ଅନୁଭବ ଟୁଇଟ୍ ରେ ଲେଖିଛନ୍ତି। ଯାହାକୁ ବର୍ଷା ଙ୍କ ଉଦ୍ଦେଶ୍ୟରେ ଅନୁଭବ ଲେଖିଛନ୍ତି ଆପଣ ଏହି ଭିଡିଓରେ ଦେଖିବାକୁ ପାଇବେ।

ଆଉ ତାହା ପୁଣି ଯେତେବେଳେ ତାଙ୍କ ବାପା ଆଇସିୟୁ ରେ ଅଛନ୍ତି। ଯେତେବେଳେ ଅନୁଭବଙ୍କ ବାପା ଗୁରୁତର ଅଛନ୍ତି ଠିକ୍ ସେତିକିବେଳେ ଅନୁଭବ ମହାନ୍ତି ଏଭଳି ଏକ ଟୁଇଟ୍ କରିଛନ୍ତି। ଆଉ ହାତ ଯୋଡ଼ି ବର୍ଷା ଙ୍କୁ କହିଛନ୍ତି ଶାନ୍ତିରେ ଟିକିଏ ମୋ ବାପାଙ୍କୁ ନିଶ୍ୱାସ ମାରିବାକୁ ଦିଅନ୍ତୁ।

 ତେବେ ସୋସିଆଲ ମିଡିଆରେ ଖବର ପ୍ରଚାର ହେବା ପରେ ଲୋକେ କହୁଛନ୍ତି ବର୍ଷା ଏ ସମୟରେ ମାନବିକତା ଦେଖାନ୍ତୁ। ଆଇନଗତ ଲଢ଼େଇ ବନ୍ଦ ହେଉ। ଶ୍ୱଶୁର ଙ୍କର କିଛି କ୍ଷତି ହୋଇଗଲେ ସମାଜ ତାକୁ କ୍ଷମା ଦେବନି। ଏ ଲଢ଼େଇର କିଛି ମୂଲ୍ୟ ରହିବନି। ତେବେ ଯଥାଶୀଘ୍ର ଏହି ଆଇନଗତ ଲଢ଼େଇକୁ ବନ୍ଦ କରିବା ପାଇଁ ହାତ ଯୋଡ଼ି ନେହୁରି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.