B’ ନାମଧାରୀ ବ୍ୟକ୍ତି ଯଦି ତୁମ ପାଖରେ ଅଛନ୍ତି ତେବେ ନିଶ୍ଚୟ ଦେଖନ୍ତୁ, ଏମିତି ହୋଇଥାନ୍ତି ‘B’ ନାମର ଲୋକ – VASTU SHASTRA
କୁହାଯାଏ କି ରାଶି ଚକ୍ର ଅନୁସାରେ ବ୍ୟକ୍ତି ମାନଙ୍କର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ, କିନ୍ତୁ ଏମିତି କିଛି କଥା ରହିଛି ଯାହା ଆମ ନାମ ର ଆରମ୍ଭ ରେ ଥିବା ଅକ୍ଷରକୁ ନେଇକି ଯାହା ଆମର ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଦର୍ଶାଇ ଦେଇଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ମାନେ ସେହି ଭଳି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା କୁ ଦେଖିକି ଆମେ ବ୍ୟକ୍ତି ର ସ୍ଵଭାଵ ବିଷୟରେ ଜାଣି ପାରିଵା | ତେବେ ଆଜି ଆମେ କହିବାକୁ ଯାଉଛେ B ନାମରେ ଥିବା ବ୍ୟକ୍ତି ଙ୍କ ବିଷୟରେ ସେମାନଙ୍କର ଆଚରଣ ଓ ସ୍ଵଭାଵ କେମିତି ହୋଇଥାଏ ଆସନ୍ତୁ ତାହେଲେ ସେ ସମସ୍ତ କଥା ବିଷୟରେ ଜାଣିବା |
B ଅକ୍ଷର ରେ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-
1-ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଉଛି କି ଏହି ଅକ୍ଷର ର ବ୍ୟକ୍ତି ମାନେ ବହୁତ ସାହସୀ ହୋଇଥାଏ, ଆଉ ସେମାନେ ଜୀବନରେ ଆସୁଥିବା କଠିନ ପରିସ୍ଥିତି ରେ ଡରି ନ ଯାଇ ସାହସର ସହିତ ସମସ୍ତ କାର୍ଯ୍ୟ ରେ ଆଗକୁ ବଢ଼ି ଯାଇଥାନ୍ତି |ଏମାନେ ଅସୁବିଧା ପରିସ୍ଥିତିରେ ନୂଆ ରାସ୍ତା ତିଆରି କରି ପାରନ୍ତି |
2-ଏମାନେ କାହା ସହିତ ଶତ୍ରୁତା ଆଚରଣ କରନ୍ତି ନାହିଁ ଆମସ୍ତଙ୍କ ସହିତ ମିଳି ମିଶିକି ଚଳିଥାନ୍ତି, କିନ୍ତୁ ଯେଉଁ ମାନେ ଏମାନଙ୍କ ସହିତ ଶତ୍ରୁତା ଆଚରଣ କରିଥାନ୍ତି ସେତେବେଳେ ସିଂହ ଭଳି ସ୍ଵଭାଵ ଦେଖାଇଥାନ୍ତି ଏମାନେ |
3-B ଅକ୍ଷରରେ ଥିଲା ବ୍ୟକ୍ତି ମାନେ ଜୀବନରେ ହାର ମାନନ୍ତି ନାହିଁ ଆଉ ନିଜର ପରିଚୟ ନିଜେ ସୃଷ୍ଟି କରିଥାନ୍ତି, ଏମାନେ ଯେଉଁଠିକି କି ଯାଇଥାନ୍ତୁ ନାଁ କାହିଁକି ନିଜର ପରିଚୟ ଯୋଗୁଁ ସଂମ୍ମାନିତ ହୋଇଥାନ୍ତି ବୋଲି କୁହାଯାଉଛି |
4-ଏହି ଅକ୍ଷରରେ ଥିବା ବ୍ୟକ୍ତି ମାନେ ଦେଖାଇ ହେବାକୁ ଆଦୁ ପସନ୍ଦ କରି ନ ଥାଆନ୍ତି, ଏମାନେ ଯାହା ସ୍ବପ୍ନ ଦେଖିଥାନ୍ତି ତାହାକୁ ପୂରଣ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ଆଉ ଶେଷରେ ସଫଳତା ମଧ୍ୟ ପାଇଥାନ୍ତି ବୋଲି କୁହାଯାଉଛି |
5-ଏମାନେ ସୁନ୍ଦର, ଗୁଣବାନ ହୋଇଥାନ୍ତି ଆଉ ସମସ୍ତଙ୍କୁ ଆକର୍ଷିତ କରି ନେଲା ଭଳି ଗୁଣ ଏମାନଙ୍କ ପାଖରେ ବେଶ ଭଲ ଭାବ ରେ ରହିଥାଏ, ସୋସିଆଲ ମିଡ଼ିଆ କ୍ଷେତ୍ରରେ ମଧ୍ୟ ଏମାନେ ଏକ୍ଟିଭ ରହିଥାନ୍ତି ବୋଲି କୁହାଯାଉଛି |
6-B ଅକ୍ଷରର ବ୍ୟକ୍ତି ମାନେ ରଚନାତ୍ମକ ସ୍ଵଭାଵ ର ହୋଇଥାନ୍ତି, ଆଉ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଅଧିକ ପସନ୍ଦ କରିଥାନ୍ତି, ଏହାଚଡ଼ା ସମସ୍ତଙ୍କ ସହିତ ମିଶି ଯାଉଥିବାରୁ ଏମାନଙ୍କ ସହିତ ମିଶିବାକୁ ସମସ୍ତେ ଭଲ ପାଇଥାନ୍ତି ବୋଲି ମଧ୍ୟ କୁହାଯାଉଛି | ଏହା ଥିଲା B ଅକ୍ଷରରେ ଥିବା ବ୍ୟକ୍ତି ମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା |