ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ଜରିଆରେ ସବୁଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ଦେଖିବାକୁ ପାଉଥିବେ । ତେବେ ଅନେକ କିଛି ଭିଡ଼ିଓ ମାନ ମଧ୍ୟ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ପ୍ରତେକ ଦିନ । ତେବେ ବର୍ତ୍ତମାନ ଆମେ ଜଣଙ୍କ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ ସେ ହେଉଛନ୍ତି ଅଲିଉଡ ର ଜଣା ଶୁଣା ଫିଲ୍ମ ଏକ୍ଟର ଉଷାଶୀ ମିଶ୍ର ଙ୍କ ବିଷୟରେ ।
ଆଉ ଯେଉଁଠି କୁହାଯାଉଛି କି ଉଷାଶୀ ମିଶ୍ର ଜଣେ ଆଗ ଧାଡ଼ିର ଫିଲ୍ମ ଏକ୍ଟର, ତାହା ସହିତ ତାଙ୍କର ଅଭିନୟ ର କମାଲ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଉଥିବା କଥା କୁହାଯାଉଛି ।ତାହେଲେ ଭାଇରାଲ ହେଉଥିବା ଉଷାଶୀ ମିଶ୍ର ଙ୍କ ବିଷୟରେ ଜାଣିବା ।
ଅଲିଉଡ ର ଜଣେ ବହୁତ ଭଲ ଆଉ ବହୁତ ବଡ଼ ଚିନ୍ହା ଜଣା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଉଷାଶୀ ମିଶ୍ର । ଆଉ ଯିଏ କି ତାଙ୍କର ଅଭିନୟ ମାଧ୍ୟମରେ ସବୁବେଳେ ଦର୍ଶକ ମାନଙ୍କର ହୃଦୟକୁ କିଣି ନେଇଥାନ୍ତି ଉଷାଶୀ ମିଶ୍ର । ଆଉ ଅନେକ ପ୍ରକାରର ଓଡ଼ିଆ ଫିଲ୍ମ ରେ ଅଭିନୟ କରିବା ସହିତ ଯାତ୍ରା ଓ ଅନେକ ସିରିଏଲ ରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କର ପ୍ରସଂଶା ସାଉଁଟିଛନ୍ତି ଉଷାଶୀ ମିଶ୍ର । ତେବେ ଉଷାଶୀ ମିଶ୍ର ଙ୍କର ଘର ଭୁବନେଶ୍ୱର ରେ ବୋଲି କୁହାଯାଉଛି । ଆଉ ଯେଉଁଠି ସେ ତାଙ୍କର ଫେମିଲି ଙ୍କ ସହିତ ବେଶ ଖୁସି ରେ ଅଛନ୍ତି ।
କିନ୍ତୁ ବର୍ତ୍ତମାନ ସମୟରେ ଉଷାସୀ ମିଶ୍ର ଙ୍କ କିଛି କଥା ସାମ୍ନାକୁ ଆସିଛି। ତାଙ୍କୁ ଏକ ସାକ୍ଷାତକାରରେ ପଚାରିଥିଲେ କି, ଉଷାସୀ କେବେ କାଷ୍ଟିଂ କାଉଚ୍ ର ଶିକାର ହୋଇଥିବା କୁ ନେଇ। ଆଉ ଉଷାସୀ ମିଶ୍ର ମଧ୍ୟ କହିଥିଲେ କି, ସେ ହିଁ ଆରମ୍ଭ କରିଥିଲେ। ଆଉ ସେ କହିଥିଲେ ସେ ଯେତେବେଳେ ୟଙ୍ଗ୍ ଥିଲେ ତାଙ୍କୁ ଜଣେ କେହି ଅଭଦ୍ର କଥାଟେ କହିଥିଲେ, ଆଉ ଯାହାକୁ ସେ ବୁଝି ପାରି ନଥିଲେ। କାହିଁକିନା ଉଷାସୀ ଓଡ଼ିଶା ବାହାରେ ରହୁଥିଲେ, ତାଙ୍କୁ ଏମିତି ସାଧାରଣ କଥା ଜଣାଥିଲା କିନ୍ତୁ ଖାଣ୍ଟି ଓଡ଼ିଆ ଭାଷା ଯାହାକୁ ସିଏ ବୁଝି ପାରୁ ନଥିଲେ ବୋଲି କହିଛନ୍ତି।
ଆଉ ତାଙ୍କ ବାପାଙ୍କୁ ପଚାରିଥିଲେ ତାର ଅର୍ଥ। ଆଉ ତାଙ୍କ ବାପା ମଧ୍ୟ କହିଥିଲେ କି ତୁ ତାକୁ ଯାଇ ଜବାବ୍ ଦେବୁ। ଆଉ ତାପରେ ସେ ଜାଣିବା ପରେ ଅଫିସରେ ତାଙ୍କୁ ଚାପୁଡ଼ା ମାରିଥିଲେ ଉଷାସୀ ମିଶ୍ର। ଆଉ ସେହି ଦିନଠାରୁ ତାଙ୍କୁ ଇଣ୍ଡଷ୍ଟ୍ରି ଲାଇଫ୍ ରେ କେହି ଅଭଦ୍ର ବ୍ୟବହାର କରି ନାହାନ୍ତି ବୋଲି କହିଛନ୍ତି। ଆଉ ତାଙ୍କର ଯାତ୍ରା ଲାଇଫ ରେ ଏକ ବହୁତ ବଡ଼ ଘଟଣା ଘଟି ଯାଇଥିଲା, ଯାହାକି ଲୋକମାନେ ତାଙ୍କ ଉପରେ ଚଢ଼ି ତାଙ୍କ ଲୁଗା ପଟା ଖୋଲିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ଉଷାସୀ ମିଶ୍ର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।