ଓଡିଶାର No-1 ୟୁଟୁବର ରୂପା ପିଣ୍ଟୁ ଙ୍କ ପୁରୁଣା ଅତୀକ କେମିତି ଥିଲା ଜାଣନ୍ତୁ ତାଙ୍କ ମୁହଁରୁ….ଭିଡିଓ ଦେଖିଲେ ଆପଣ ବି କହିବେ ବାଃ ବାଃ
ଆପଣ ମାନେ ସମସ୍ତେ ଓଡ଼ିଶା ରେ ଅତି ପରିଚିତ ଓଡ଼ିଆ ୟୁ ଟ୍ୟୁବ ଚ୍ୟାନାଲ “ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ” ବିଷୟ ରେ ଜାଣିଥିବେ ନିଶ୍ଚିତ। ଏହି ୟୁ ଟ୍ୟୁବ ଚେନାଲ ଟି ମାତ୍ର କେତେ ଦିନ ମଧ୍ୟରେ ଅନେକ ଲୋକ ପ୍ରିୟତା ହାସଲ କରିପାରିଛି।ତେବେ କିନ୍ତୁ ଓଡ଼ିଶାର ଏହି ଯୋଡ଼ି ସୋସିଆଲ ମିଡ଼ିଆ କୁ ନିଜ ଆୟ କରିବାର ପନ୍ଥା ଭାବରେ ବାଛିଛନ୍ତି ଏବଂ ନିଜର ଅନ୍ତର୍ନିହିତ ଗୁଣ କୁ ଲୋକ ମାନଙ୍କ ସାମ୍ନାରେ ଦେଖାଇ ଲୋକ ପ୍ରିୟତା ହାସଲ କରିଛନ୍ତି।
ଆଉ ତାଙ୍କ ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ତେବେ ଏହି ଯୋଡ଼ି ଙ୍କ ଭିଡ଼ିଓ ମାଧ୍ୟମ ରେ ଲୋକ ଙ୍କୁ ଖୁବ ସୁନ୍ଦର ସୁନ୍ଦର ଆଲବମ ମଧ୍ୟ ଦେଇଥାନ୍ତି। ତେବେ କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ ରୁ ଏହିପରି ଏକ ଭିଡ଼ିଓ ଆସିଛି ଯାହାକୁ ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ।
ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି।
ତେବେ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ବହୁତ ସାରା ଆଲବମ୍ ରେ କାମ କରି ଓଡ଼ିଶାର ସମସ୍ତ ଦର୍ଶକ ଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି।କିନ୍ତୁ ବର୍ତ୍ତମାନ ରୁପା ପିଣ୍ଟୁ ଙ୍କର କେମିତି ଥିଲା ପୁରୁଣା ଦିନ ସେ ସବୁକୁ ସେ ଭିଡିଓ ରେ ଦେଖାଇବା ସହିତ କହିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି।
ତେବେ ରୂପା ପିଣ୍ଟୁ ପ୍ରତ୍ୟେକ ଦିନ କରୁଥିବା କାର୍ଯ୍ୟ କିଛି ସ୍ମୃତି କିଛି ଅନୁଭୂତିକୁ ଏକ ନିଆରା ଢଙ୍ଗରେ ଦର୍ଶକ ମାନଙ୍କୁ ଦେଖାଇ ଥାଆନ୍ତି। ଏଠାରେ ଠିକ୍ ସେମିତି କିଛି ଦେଖିବାକୁ ମିଳିଛି।ଆଉ ତାହା ପୁଣି ଏହି ତାଙ୍କର କିଛି ପୁରୁଣା ସ୍ମୃତି କୁ ବଖାଣିଛନ୍ତି। ତେବେ ଆଗରୁ ସେମାନେ ମାଟି ଚାଳ ଘରେ ରହୁଥିଲେ। ଯେଉଁ ଘରେ ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ୍ ଚ୍ୟାନେଲର ପ୍ରଥମ ଭିଡିଓ ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଲୋକେ ରୁପା ପିଣ୍ଟୁ ଙ୍କର ଗର୍ବ ହୋଇ ଯାଇଛି ବୋଲି କହିଛନ୍ତି ପିଣ୍ଟୁ। ଆଉ ଦେଖିବାକୁ ମିଳିଥିଲା କି, ହୋଲି ପର୍ବ ପାଇଁ ପିଣ୍ଟୁ ଙ୍କ ଘରେ ଲେପ ଦିଆଯାଉଛି, ଆଉ ଖୁସି ମା ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା। ତେବେ ଭିଡିଓ ଦେଖିଲେ ସବୁକିଛି ଜାଣି ପାରିବେ ଏବଂ ବହୁତ ପସନ୍ଦ ମଧ୍ୟ କରିବେ।