ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଟିରେ ବାଜୁଛି ଟ୍ରକ, ବସର ହର୍ଣ୍ଣ , ନ ଦେଖିଲେ ବିଶ୍ୱାସ କରିବେନି….40 କୋଟି ଲୋକ ଦେଖି ସାରିଲେଣି..
ତେବେ ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ବେଳେ ବେଳେ କିଛି ଏମିତି ଭିଡ଼ିଓ ସାମ୍ନା କୁ ଆସେ ଯାହା ଆମ ମନକୁ ଖୁବ ଛୁଇଁ ଯାଇଥାଏ | ଆପଣ ତ ଜାଣିଛନ୍ତି ଆଗ କାଳରେ ନିଜର ପ୍ରତିଭା ନିଜ ମଧ୍ୟରେ ହିଁ ଦାବି ହୋଇକି ରହି ଯାଉ ଥିଲା କିନ୍ତୁ ଏବେ ସମୟରେ ନିଜର ପ୍ରତିଭା ସମସ୍ତ ଙ୍କ ସାମ୍ନା କୁ ଆଣି ହେଉଛି ଆଉ ଯାହା ଦ୍ୱାରା ବ୍ୟକ୍ତି ପ୍ରଶଂସା ମଧ୍ୟ ସାଉଁଟି ପାରୁଛି | ଆଜିକାଲି ପ୍ରାୟ ବ୍ୟକ୍ତି ତାଙ୍କ ଜୀଵନ ରେ କିଛି ଘଟୁଥିବା ସୁନ୍ଦର ମୁହୂର୍ତ୍ତ କୁ ମୋବାଇଲ ଦ୍ୱାରା ଭିଡ଼ିଓ କରିଥାନ୍ତି ଆଉ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଦେଇ ଥାଆନ୍ତି |
ଆଉ ଭିଡ଼ିଓ ଟି ଏତେ ସୁନ୍ଦର ଓ ମନଲୋଭା ହୋଇ ଥାଏ କି ତାହା ତାଙ୍କ ନିଜ ଅଜାଣତ ରେ ମଧ୍ୟ ଖୁବ ଭାଇରାଲ ହୋଇ ଯାଇଥାଏ ଅର୍ଥାତ ଏହାକୁ ଦର୍ଶକ ବେସ ଭଲ ପାଇବା ଦେଇ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ଥାଆନ୍ତି | ତେବେ ସେଭଳି ଭାବରେ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ଆଗରୁ ହୁଏତ ଆପଣ କେବେ ଏଭଳି କିଛି ଦେଖି ନଥିବେ | ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଜଣେ ବ୍ୟକ୍ତି ତାର ପାଟିରେ ବସ ଟ୍ରକ ର ହନ ମାରି ଦେଖାଇ ଦେଉଛି |
ଆଉ ଯେଉଁଠି ବ୍ୟକ୍ତି ଜଣଙ୍କ ପାଟି ସାହାଯ୍ୟ ରେ ପ୍ରଥମେ ଟ୍ରକ ହର୍ଣ୍ଣ ର ସାଉଣ୍ଡ ବାହାର କରିଥିଲେ, ଆଉ ତାହା ପରେ ବସ ର ସାଉଣ୍ଡ ରେ ପାଟି ସାହାଯ୍ୟ ରେ ବଜେଇବା ପାଇଁ ଲାଗିଥିଲେ | ତେବେ ଖାଲି ସେତିକି ନୁହଁ ବସ ର ନାଁ ଅନୁସାରେ ଭିନ୍ନ ଭିନ୍ନ ହର୍ଣ୍ଣ ମଧ୍ୟ ପ୍ରକାଶ କରିବାକୁ ଲାଗିଥିଲେ ଲୋକ ଜଣଙ୍କ | ଆଉ ଏହି ଭଳି ଏକ ନିଆରା ଟେଲେଣ୍ଟ କୁ ମହେଦ୍ରା ର ଅଧ୍ୟକ୍ଷ ଆନନ୍ଦ ମହେନ୍ଦ୍ରା ତାଙ୍କର ଟୁଇଟର ଏକାଉଣ୍ଡ ରେ ସେୟାର କରିଥିବା କଥା କୁହାଯାଉଛି |
ଏହା ପୂର୍ବରୁ ଆନନ୍ଦ ମହେନ୍ଦ୍ରା ଜଣେ ବୃଦ୍ଧ ମହିଳା ଙ୍କର ଗୋଟିଏ ଟଙ୍କା ରେ ଇଟିଲି ବିକ୍ରି କରୁଥିବାର କଥା ପ୍ରକାଶ କରିଥିଲେ ଆଉ ବର୍ତ୍ତମାନ ପାଟିରେ ହର୍ଣ୍ଣ ବଜେଇବା ଭିଡିଓ ଟି ଭାଇରାଲ କରେଇଛନ୍ତି | ଆଉ ଯେଉଁ ଭିଡ଼ିଓ କୁ ଲୋକ ମାନେ ଦେଖିବା ପରେ ବେଶ ଖୁଖି ହେବା ସହିତ ଏହି ଭଳି ଭିଡ଼ିଓ କୁ ଦେଖି ବ୍ୟକ୍ତି ଜଣଙ୍କର ଟେଲେଣ୍ଟ କୁ ପ୍ରସଂଶା କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଆପଣ ମଧ୍ୟ ଦେଖିଲେ ଏଭଳି ନିଆଁରା ଦୃଶ୍ୟ କୁ ବେସ ପସନ୍ଦ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।