ଦେଖନ୍ତୁ EXCLUSIVE -ସାମ୍ନାକୁ ଆସିଲା ରୂପା ଙ୍କ ନୂଆ video. ପହଂଚି ଗଲେ ଏମିତି ଜାଗାରେ …ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….
ସୋସିଆଲ ମିଡ଼ିଆ ରେ ଅନେକ ଫେମସ ୟୁଟ୍ୟୁବର ଅଛନ୍ତି ଆଉ ସେଥି ମଧ୍ୟରୁ ରୂପା ପିଣ୍ଟୁ ହେଉଛନ୍ତି ଏକ ଖୁବ ସୁନ୍ଦର ଯୋଡ଼ି | ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି, ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡ୍ୟାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |
ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର, ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ |
ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ତେବେ ବର୍ତ୍ତମାନ ସମୟରେ ରୂପା ଙ୍କର ଏକ ଆଲବମ ରିଲିଜ ହେବା ପାଇଁ ଯାଉଛି ଯାହାର ସୁଟିଂ ପାଇଁ ରୂପା ପିଣ୍ଟୁ ଏକ ସ୍ଥାନକୁ ଯାଇଛନ୍ତି |
ତେବେ ପିଣ୍ଟୁ ଓ ରୂପା ଙ୍କର ଆଗାମୀ ଆଲବମ ଟି ଯେଉଁ ହେବ ତାହାର ସୁଟିଂ ଯେଉଁ ସ୍ଥାନରେ ହୋଇଛି ସେହି ଜଗା ବହୁତ ସୁନ୍ଦର ରହିଛି | ସେଠାରେ ସୁନ୍ଦର ଛୋଟ ଛୋଟ ପଥର ରହିବା ସହିତ ଝରଣା ମଧ୍ୟ ଅଛି ଆଉ ଝରଣା ରୁ ଯେଉଁ ପାଣି ଆସୁଛି ତାହା ଦେଖିବା ପାଇଁ ବେସ ସୁନ୍ଦର ଓ ମନଲୋଭା ରହି ଥିଲା |
ତେବେ ସେଠାରେ ସୁଟିଂ କାର୍ଯ୍ୟ ବେସ ଭଲ ଭାବରେ ହୋଇ ଥିଲା ଆଉ ସୁଟିଂ ସରିବା ପରେ ସୁଟିଂ ହେଉଥିବା ସେହି ସୁନ୍ଦର ସ୍ଥାନରେ ପିଣ୍ଟୁ କହିଛନ୍ତି କି ଏଥିପାଇଁ ଆମେ ବହୁତ ପରିଶ୍ରମ କରିଛୁ ଆଉ ଆଶା କରୁଛୁ କି ଆପଣ ଙ୍କୁ ବହୁତ ଭଲ ମଧ୍ୟ ଲାଗିବ |
ତେବେ କାମ ସରୁ ସରୁ ବହୁତ ରାତି ହୋଇ ଯାଇ ଥିଲା ଆଉ ସେହି ରାତିରେ ହିଁ ରୂପା ପିଣ୍ଟୁ ନିଜ ଘରକୁ ଫେରି ଥିଲେ | ଆଉ ପିଣ୍ଟୁ ନିଜ ଘରକୁ ଆସିବା ପରେ ଖୁସି ମା ଙ୍କ ସହିତ ମଜାମସ୍ତି କରି ଥିଲେ ଏହା ପରେ ତାଙ୍କ ଭଉଣୀ ମଧ୍ୟ ଘରକୁ ଆସି ଥିବାରୁ ତାଙ୍କ ଭଣଜା ଧନ ସହିତ ମଧ୍ୟ ବେସ ଖୁସି ମଜା କରି ଥିଲେ |
ଧନ ମଧ୍ୟ ପାଖରେ ତାଙ୍କ ମାଇଁ କୁ ପାଇ ବେସ ଖୁସି ହୋଇ ଯାଇ ଥିଲେ ଆଉ ରୂପା ମଧ୍ୟ ଭଣଜା ଧନକୁ କୋଳେଇ ନେଇ ଥିଲେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି ଯାହାକୁ ଦର୍ଶକ ବେସ ପସନ୍ଦ ମଧ୍ୟ କରିଛନ୍ତି | ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।