ଓଡ଼ିଶାର No-1 କୁନି ସିଙ୍ଗର Satyajeet Jena ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ନିଜ ବ୍ୟସ୍ତ ବହୁଳ ଜୀବନ ରୁ ସମୟ ପାଇବା ମାତ୍ରେ ସମସ୍ତେ ସୋସିଆଲ ମିଡିଆରେ ନିଜ ମନ ପସନ୍ଦର କଳାକାର ଙ୍କ ବାବଦରେ ଜାଣିବା ପାଇଁ ଆଗ୍ରହୀ ରହିଥାନ୍ତି। ତେବେ ଫ୍ୟାନସ୍ ମାନେ ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।ତେବେ ଆଜି ଆମେ କଥା ହେବା ସିଙ୍ଗର ସତ୍ୟଜିତ ଜେନା ଙ୍କ ଜୀବନୀ ବାବଦରେ।

ସତ୍ୟଜିତ ଜେନା ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଜାତୀୟ ସଙ୍ଗୀତ ରିଆଲିଟି ସୋ’ ‘ସା ରେ ଗା ମା ପା ଲିଟିଲ୍ ଚ୍ୟାମ୍ପ୍ସ’ରେ ଭାଗ ନେଇ ଓଡ଼ିଶା ପାଇଁ ଗୌରବ ଆଣିଥିବା ସତ୍ୟଜିତଙ୍କ କଣ୍ଠର ଯାଦୁ ଏବେ ବିଭିନ୍ନ ମଞ୍ଚରେ ଦେଖିବାକୁ ମିଳୁଛି।

 

 

ଖୁବ୍ ଅଳ୍ପ ବୟସରୁ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଚାଲିଛନ୍ତି। ସୋସିଆଲ ମିଡିଆରେ ସତ୍ୟଜିତ ଙ୍କ ଲକ୍ଷ ଲକ୍ଷ ଫୋଲୋର ମଧ୍ୟ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ସତ୍ୟଜିତ ଜେନା ଙ୍କ ଲାଇଫ ଷ୍ଟାଇଲ ବାବଦରେ।ତେବେ ସତ୍ୟଜିତ ୨୦୦୫ ମସିହାରେ ଓଡ଼ିଶା ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଥଲେ। ସତ୍ୟଜିତ ଙ୍କ ହାଇଟ୍ ପାଖାପାଖି ୫ ଫିଟ୍ ୮ ଇଞ୍ଚ ଏବଂ ସତ୍ୟଜିତ ଙ୍କ ୱେଟ ପାଖାପାଖି ୫୧ କେଜି ରହିଛି। ତେବେ ପିଲା ଦିନୁ ସତ୍ୟଜିତ ଗୀତ ଗାଇବା ପାଇଁ ବେଶ୍ ରୁଚି ରଖିଥିଲେ ଆଉ ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି।

 

ତେବେ ସତ୍ୟଜିତ ଫ୍ରଫେଶନରେ ଜଣେ ୟୁଟ୍ୟୁବର୍ ଏବଂ ସିଙ୍ଗର। ତେବେ ଆମେ ଯଦି ସତ୍ୟଜିତ ଙ୍କ ୟୁଟ୍ୟୁବ ଜର୍ଣି ରହିଛି ଖୁବ୍ ଇଣ୍ଟ୍ରେଷ୍ଟିଂ। ସତ୍ୟଜିତ ପ୍ରଥମେ ୧୦ ଅଗଷ୍ଟ ୨୦୧୭ ମସିହାରେ ସତ୍ୟଜିତ ତାଙ୍କର ୟୁଟ୍ୟୁବ ଚ୍ୟାନେଲ କ୍ରିଏଟ କରିଥିଲେ।

 

ତେବେ ସତ୍ୟଜିତ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ପ୍ରଥମ ଅପଲୋଡ଼ କରିଥିବ ଭିଡିଓ କୁ ପାଖାପାଖି ୮ ମିଲିୟନ ଦର୍ଶକ ଦେଖି ସାରିଲେଣି।ଏହା ସହିତ ତେବେ ଯଦି ସତ୍ୟଜିତ ଙ୍କ ମୋଷ୍ଟ ପପୁଲାର ଭିଡିଓ କଥା କହିବା ସେହି ଭିଡିଓ କୁ ପାଖାପାଖି ଚାରି ଶହ ମିଲିୟନ ଦର୍ଶକ ଦେଖି ସାରିଲେଣି।

ଯାହା ୨୪ ଜୁଲାଇ ୨୦୧୮ ରେ ଅପଲୋଡ଼ କରା ଯାଇଥିଲା। ଏହା ସହିତ ସତ୍ୟଜିତ ଙ୍କ ୟୁଟ୍ୟୁବ ଚ୍ୟାନେଲ ର ସବସ୍କ୍ରାଇବଙ୍କ କଥା ଦେଖିବା ତେବେ ୯ ମିଲିୟନ ରୁ ଉର୍ଦ୍ଧ୍ବ ସବସ୍କ୍ରାଇବର ରହିଛନ୍ତି ଯଦି ଆମେ ସତ୍ୟଜିତ ଙ୍କ ଟୋଟାଲ ଭ୍ୟୁ ଦେଖିବା ୧.୧ ବିଲିଅନ ଭିଉ ରହିଛନ୍ତି। ସତ୍ୟଜିତ ଙ୍କ ଇନଷ୍ଟାଗ୍ରାମ ରେ ପାଖାପାଖି ୧ ଲକ୍ଷ ଫୋଲରସ ରହିଛନ୍ତି। ତେବେ ସତ୍ୟଜିତ ୟୁଟ୍ୟୁରୁ ପାଖାପାଖି ୫-୬ ଲକ୍ଷ ଟଙ୍କ ଇନକମ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.