ଧଳା ବାଳ ମୂଳରୁ କଳା କରିବାର ଉପାୟ, ବଞ୍ଚି ଥିବା ଯାଏ କେଶ ପାଚିବା ନାହିଁ | NO DYE/NO COLOR

ଆଜିକାଲି ଦୁନିଆରେ ଛୋଟ ପିଲା ଠାରୁ ବଡ଼ ଯାଏ ସମସ୍ତଙ୍କ ର ଚୁଟି ପାଚି ଧଳା ହେବାରେ ଲାଗିଛି ।ବର୍ତ୍ତମାନ ସମସ୍ତଙ୍କ ଜୀବନ ଖୁବ ବ୍ୟସ୍ତତା ଭିତରେ ବିତୁଛି, ଏହା ବ୍ୟତୀତ ସମସ୍ତେ ଖୁବ ଷ୍ଟ୍ରେସ ଭିତରେ ରହିବାରେ ଲାଗିଛନ୍ତି ।ଆଉ ଏଥିପାଇଁ ଖୁବ କମ ସମୟରେ ଆପଣ ଙ୍କ ଚୁଟି ଧଳା ହେଇ ଯାଉଛି ।ଏସବୁ ବ୍ୟତୀତ ଆଜିକାଲି ଆମେ ଅଧିକ ରୁ ଅଧିକ କେମିକାଲ ଯୁକ୍ତ ସେମ୍ପୁ ଓ ତେଲ ଆଦି ଚୁଟିରେ ବ୍ୟବହାର କରୁଛୁ ।ଆଉ ଯେତେବେଳେ ଚୁଟି ରେ କିଛି ଅସୁବିଧା ଦେଖାଯାଏ ସେତେବେଳେ ପୁଣି ସେହି କେମିକାଲ ଯୁକ୍ତ କ8ଚି ମେଡ଼ିସିନ ଆଦି ଚୁଟିରେ ବ୍ୟବହାର କରୁଛୁ ।ଆଉ ଏମିତି ହେଲେ ଚୁଟି କେମିତି ଠିକ ହେବ ଆପଣ ଚିନ୍ତା କରିବା ଦରକାର ।

ତେବେ ଆମେ ଆଜି ଆପଣଙ୍କୁ ଗୋଟିଏ ସୁନ୍ଦର ଘରୋଇ ଉପାୟ ବିଷୟରେ ବତାଇବୁ ଯାହା ଆପଣଙ୍କ ପାଚିଲା ବାଳ କୁ ପୁରା କଳା କରିଦେବ ।ଏହା ବ୍ୟତୀତ ଆପଣ ଏହି ରିମେଡି ର ବ୍ୟବହାର ଦ୍ୱାରା ଚୁଟି ପୁରା ଠିକ ରହିବ, ତେବେ ଏବେ ଆସନ୍ତୁ ଏହି ରିମେଡି ବିଷୟରେ ଜାଣିବା ।

 


ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
ଅଧାଗ୍ଲାସ ଦହି, 1 ଚାମଚ ଆମଲା ପାଉଡର, ଫାଳେ ଲେମ୍ବୁରସ, ଗୋଲ ମରିଚ ଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ –

 

ପ୍ରଥମେ ଗୋଟିଏ ପାତ୍ର ନେଇ ସେଥିରେ ଅଧା ଗ୍ଲାସ ଦହି, 1 ଚାମଚ ଆମଲା ପାଉଡର, ଫାଳେ ଲେମ୍ବୁରସ କୁ ଦେଇ ଭଲ ଭାବରେ ଗୋଳାନ୍ତୁ ଏବଂ ତାହାକୁ ରାତିସାରା ପାଇଁ ଛାଡିଦିଅନ୍ତୁ । ତାପରେ ସକାଳେ ପୁଣି ଏଥିରେ ଚିମୁଟାଏ ଗୋଲ ମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାନ୍ତୁ ଦିଅନ୍ତୁ । ତେବେ ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ ହୋଇ ସାରିଛି । ଏବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେତେବେଳେ ଏବଂ କିପରି ବ୍ୟବହାର କରିବେ ।

ବ୍ୟବହାର ପ୍ରଣାଳୀ –

ପ୍ରଥମେ ଆପଣ ଆପଣଙ୍କ କେଶକୁ ହାଲକା ଓଦା କରି ଦିଅନ୍ତୁ ଏହାପରେ ସ୍କାପରେ ଭଲ ଭାବରେ ଲଗାନ୍ତୁ ଏବଂ ନିଜ କେଶକୁ ବାନ୍ଧି ଦିଅନ୍ତୁ । 30-45 ମିନିଟ୍ ପର୍ଯ୍ୟନ୍ତ ତାକୁ ସେମିତି ଛାଡି ଦେବେ ତାପରେ ଆପଣ ନରମାଲ ସାମ୍ପୁ ରେ କେଶ କୁ ଧୋଇ ଦେବେ କିନ୍ତୁ ଏହା ପରେ କୌଣସି ବି କଣ୍ଡିସନର ବ୍ଯବହାର କରନ୍ତୁ ନାହିଁ ନଚେତ କିଛି ବି ଫାଇଦା ଆପଣ ଙ୍କୁ ମିଳିବ ନାହିଁ ।

ତେବେ ଆପଣ ଏହି ରେମିଡି କୁ ସପ୍ତାହ ରେ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ର କେଶ ଜନିତ ସମସ୍ତ ପ୍ରକାର ସମସ୍ୟା ଦୂର ହେବା ସହିତ ଧଳା କେଶ ସବୁଦିନ ପାଇଁ ଦୂର ହୋଇଯିବ ।ତେବେ ଗୋଟିଏ ମାସ ଭିତରେ ଦେଖି ପାରିବେ ଆପଣ ଙ୍କ ସବୁ ଧଳା ଚୁଟି କଳା ହେଇ ଯାଇ ଥିବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.