ଏମିତି ହିମ୍ମତ ବାଲା ଛୁଆ ଜୀବନର କେବେ ଦେଖି ନଥିବେ… ଖତରନାକ ମାଙ୍କଡ଼ ( Langoors ) ସହ କଲା ଏମିତି…

ଆଜିକାଲି ର ଏହି ଟେକନୋଲୋଜି ଯୁଗରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଅର୍ଥାତ ଛୋଟ ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ୟୁଜ କରି ଥାଆନ୍ତି | କାରଣ ଏହି ସୋସିଆଲ ମିଡ଼ିଆ ଆମେ ଅନେକ କିଛି ଭିଡ଼ିଓ ଆଦି ଦେଖି ପାରି ଥାଉ | ପ୍ରତେକ ବ୍ୟକ୍ତି ମଧ୍ୟ ନିଜ ଜୀବନ ରେ କଣ ଘଟୁଛି ଅର୍ଥାତ କିଛି ନିଆଁରା ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ଉପଲୋଡ କରି ଥାଆନ୍ତି | କିଏ ନାଚ ଭିଡ଼ିଓ ତ ପୁଣି ଆଉ କିଏ ଗୀତ ଗାଇ ଭିଡ଼ିଓ ଉପଲୋଡ କରି ଥାଏ ନଚେତ ଆଉ କିଏ ଭିନ୍ନ ଧରଣ ର କିଛି କରି ଲୋକ ମାନେ ଫେମସ ମଧ୍ୟ ହୋଇ ଥାଆନ୍ତି |

 

ଆପଣ ମାନେ ତ ଜାଣିଛନ୍ତି ଏମିତି ଅନେକ ପଶୁ ପକ୍ଷୀ ଅଛନ୍ତି ଯାହାଙ୍କୁ ଘରେ ପାଳନ କରାଯାଇ ଥାଏ | ସେଭଳି ପଶୁ ପକ୍ଷୀ ହେଉଛନ୍ତି, କୁକୁର, ବିଲେଇ, ପାରା, ଶୁଆ, ମାଙ୍କଡ଼ ଏଭଳି ଅନେକ ପଶୁ ପକ୍ଷୀ କୁ ଲାଳନ ପାଳନ କରିଥାନ୍ତି | ଏହି ପଶୁ ପକ୍ଷୀ ମଧ୍ୟ ଏତେ ପୋଷା ମାନି ଯାଇଥାନ୍ତି କି ସେମାନେ ନିଜ ମଲିକ ର ସବୁ କଥା ମାନିବାକୁ ଲାଗନ୍ତି ଏବଂ ଠିକ ଏକ ମନୁଷ୍ୟ ଭଳି ବ୍ୟବହାର କରନ୍ତି | ତେବେ ଆଜି ଏକ ପଶୁ ଓ ମନୁଷ୍ୟ ର ଭଲ ପାଇବା ସମ୍ପର୍କ ରେ କହିବୁ ଯାହାକି ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |


ପ୍ରାୟ ସମୟରେ ଛୋଟ ଛୋଟ ପିଲା ଙ୍କର ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକୁ ଦେଖିଲେ ବେସ ଖୁସି ଅନୁଭବ ହୁଏ | କାରଣ କୁନି ପିଲା ଙ୍କର କଥା କହିବା ଶୈଳୀ ତାଙ୍କର ଚାଲି ସେମାନେ ଯାହା କରି ଦେଲେ ବି ମନକୁ ଖୁବ ଖୁସି ମିଳି ଥାଏ | ତେବେ ବର୍ତ୍ତମାନ ସମୟରେ କୁନି ପିଲା ଆଉ ମାଙ୍କଡ଼ ର ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକି ଖୁବ ନିଆଁରା ମଧ୍ୟ ରହିଛି |

ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଛୋଟ ପିଲାଟି ଘରର ଛାତ ଉପରେ ବସିଛି ଆଉ ତାର ଚାରି ପାଖରେ ମାଙ୍କଡ଼ ମାନେ ଘେରି ରହିଛନ୍ତି | ପାଖରେ କେହି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଙ୍କଡ଼ ମାନଙ୍କୁ ବାଦାମ ଖାଇବାକୁ ଦେଉଛନ୍ତି, ତେବେ ସେତେବେଳେ ମାଙ୍କଡ଼ ମାନେ ବାଦାମ ଖାଉଛନ୍ତି ଆଉ ସରିଗଲା ପରେ ପିଲାଟି ହାତରୁ ବି ବାଦାମ ନେଇ ଯାଉଛନ୍ତି |

 

ଆଉ ସେତେବେଳେ ପିଲାଟି କାନ୍ଦି କାନ୍ଦି ମାଙ୍କଡ଼ ଙ୍କୁ ପିଟିବାରେ ଲାଗିଛି, କିନ୍ତୁ ମାଙ୍କଡ଼ ମାନେ କୁନି ପିଲା ଟିର କୌଣସି କ୍ଷତି କରୁ ନାହାଁନ୍ତି | ତେବେ ଏମିତି ପ୍ରାୟ ଭିଡ଼ିଓ ଟିରେ 10 ମିନିୟ ଯାଏ ମାଙ୍କଡ଼ ଓ ପିଲାଟିକୁ ଦେଖିବାକୁ ମିଳୁଛି ମାଙ୍କଡ଼ ପାଖରେ ଛୋଟ ପିଲା ଯିବା କେତେ ଡରାବନା କିନ୍ତୁ ସେହି ପିଲାର କିଛି ଡର ନାହିଁ | ତେବେ ଏହି ପୁରା ଦୃଶ୍ୟ କୁ ଜଣେ ବ୍ୟକ୍ତି ନିଜ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛି ଯାହାକି ଏବେ ଖୁବ ଭାଇରାଲ ହୋଇଛି ଏବେ ଲୋକେ ମଧ୍ୟ ଏହାକୁ ଦେଖି ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |

Leave A Reply

Your email address will not be published.