ଝିଅ ମାନଙ୍କ ଦୁଇ ଗୋଡ ମଝିରେ କ’ଣ ଅଛି ? ଦେଖନ୍ତୁ ଭିଡ଼ିଓ DIRTY MIND ଏହି ଝିଅ କଣ କହୁଛି…

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଆପଣ କିଛି ସର୍ବ ଭାରତୀୟ ପରୀକ୍ଷା ରେ ଭର୍ତ୍ତି ହେବାକୁ ଚାହାଁନ୍ତି ସେତେବେଳ ସେହି ସବୁ ପରୀକ୍ଷା ରେ ପ୍ରଥମେ ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାପରେ ସେଥିରେ ଭର୍ତ୍ତି ହେବା ପୂର୍ବରୁ ମୌଖିକ ପରୀକ୍ଷା କରା ଯାଇଥାଏ।ଏହି ମୌଖିକ ପରୀକ୍ଷା ରୁ ଜଣେ ଛାତ୍ର ବା ଛାତ୍ରୀ ର ବୌଦ୍ଧିକ ପରୀକ୍ଷା ର ପରିମାପ କରା ଯାଇଥାଏ।ତେବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ।

ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି ଦେଇଥାନ୍ତି।ତେବେ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରୟୋଗ କରି କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିଥାଏ କାରଣ ଏହା କୌଣସି ବିଷୟ ଗତ ପ୍ରଶ୍ନ ନୁହଁ। ସକାରାତ୍ମକ ଉପାୟରେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଅଛି ଆମକୁ ସେହିଭଳି ଉତ୍ତର ଦେଖିବାକୁ ପଡ଼ିବ ଯାହାର ଅନ୍ୟ ଅର୍ଥ ମଧ୍ୟ ରହିଥାଏ। ଯେଉଁ ପ୍ରଶ୍ନ ଏହି ଭଳି ପରୀକ୍ଷା ରେ ପଚରା ଯାଇଥାଏ ଆମେ ଆଜି ସେହି ପ୍ରଶ୍ନ ବିଷୟରେ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ।ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ। ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ଏବଂ ତାର ଉତ୍ତର।

1- କୁହନ୍ତୁ ଏମିତି କେଉଁ ଜିନିଷ ଅଛି ଯାହା ସମୟକ୍ରମେ ବଢ଼ିଥାଏ କିନ୍ତୁ କେବେ କମେ ନାହିଁ?
ଉତ୍ତର – ଉଚ୍ଚତା ବା ବୟସ।
2-କୁହନ୍ତୁ ଦେଖି, ଏମିତି କଣ ଜିନିଷ ରହିଛି, ଯାହା ଝିଅ ମାନଙ୍କର ଆଗରେ ରହିଥାଏ ଏବଂ ଗାଈ ମାନଙ୍କର ପଛରେ ରହିଥାଏ?
ଉତ୍ତର- W (Woman/cow)
3- ଏମିତି କେଉଁ ଜୀବ ରହିଛି, ଯାହାର କ୍ଷୀର ପିଇଲେ ଆପଣଙ୍କୁ ନିଶା ହୋଇ ଯାଇଥାଏ?
ଉତ୍ତର- ହାତୀର କ୍ଷୀର।

4- ଗୋଟିଏ ଝିଅର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ଯାହା ବହୁତ୍ ନରମ ?
ଉତ୍ତର – ଲେଡିଜ୍ ଫିଙ୍ଗର ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା
5- ଏମିତି କଣ ଜିନିଷ, ଯାହାକୁ ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ ବା ଜୁଆଁ କଦଳୀ।
6- ଇଂରାଜୀରେ କେଉଁ ଅକ୍ଷରରେ ବହୁତ୍ ପାଣି ରହିଛି?
ଉତ୍ତର- C” ସମୁଦ୍ର।
7- କେଉଁ ଜିନିଷ ସ୍ତ୍ରୀ ସମସ୍ତଙ୍କ ଆଗରେ ପିନ୍ଧେ କିନ୍ତୁ ସ୍ବାମୀ ପିନ୍ଧିପାରେ ନାହିଁ।
ଉତ୍ତର- ବିଧବା।
8-ତାହା କଣ ଅଟେ ଯାହା ଆପଣ କିଣିକି ପିନ୍ଧିଥାନ୍ତି ମାତ୍ର ପିନ୍ଧିକି କିଣି ପାରିବେ ନାହିଁ ?
ଉତ୍ତର-ଏହାର ଉତ୍ତର ହେଉଛି ଡାଇପର ଯାହାକୁ ଆପଣ କିଣିବା ପରେ ପିନ୍ଧିଥାନ୍ତି ମାତ୍ର କେବେବି ଏହାକୁ ପିନ୍ଧିକି କିଣି ପାରିବେ ନାହିଁ।
9-ତାହା କଣ ଅଟେ ଯାହା ଝିଅ ମାନଙ୍କ ଦୁଇ ଗୋଡ଼ ମଧ୍ୟରେ ରହିଥାଏ ?
ଉତ୍ତର-ଏହି ପ୍ରଶ୍ନ ର ଉତ୍ତର ହେଉଛି ଆଣ୍ଠୁ।

Leave A Reply

Your email address will not be published.