ଓଃ କି ଡ୍ୟାନ୍ସ ! ନୂଆ ବୋହୁ ର ଜବରଦସ୍ତ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ।

ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆ ରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁ ଥିବେ।

 

କୁହାଯାଏ କି ବାହାଘର କଥା ଉଠିଲେ ନାଚ ଓ ଗୀତ ର କଥା ପ୍ରଥମେ ଉଠି ଥାଏ | ଆଉ ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ଅନେକ ନୂଆ ନୂଆ ଭିଡ଼ିଓ ଗୁଡିକ ଦେଖିବାକୁ ମିଳି ଥାଏ ଯାହା କୁ ଦେଖିଲେ ଆମ ମାନଙ୍କର ମନ ଖୁସି ହୋଇଥାଏ ବୋଲି କୁହା ଯାଉଛି |

ବାହାଘର ରେ ସାଧାରଣତଃ ବର ଯାତ୍ରୀ ଓ ଅନ୍ୟ ମାନଙ୍କର ଡାନ୍ସ ଦେଖିବାକୁ ମିଳିଥାଏ ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଥିରେ ଦେଖିବାକୁ ମିଳିଛି କିଛି ନିଆରା ଶୌଳି | ଆଉ ଯେଉଁଠି କୁହା ଯାଉଛି କି ଭାଇରାଲ ହେଉ ଥିବା ସେହି ଭିଡ଼ିଓ ରେ କନ୍ୟା ଜଣ ଙ୍କ ସମସ୍ତ ଙ୍କ ସାମ୍ନା ରେ କରିବାକୁ ଲାଗିଛନ୍ତି ଡାନ୍ସ |

ତେବେ ଭାଇରାଲ ହେଉ ଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି ନୂଆ ବୋଧୂ ଙ୍କ ସହିତ ଝିଅ ଜଣ ଙ୍କ ମଧ୍ୟ ଡାନ୍ସ କରିବାକୁ ଲାଗିଛନ୍ତି ଘରେ ସମସ୍ତ ଙ୍କ ସାମ୍ନା ସେମାନେ ସୁନ୍ଦର ଭାବରେ ଡାନ୍ସ ମାଧ୍ୟମ ରେ ସମସ୍ତ ଙ୍କ ମନ କୁ କିଣି ନେଇଛନ୍ତି ଓ ବୋହୂ ଜଣ ଙ୍କ ର ଏହି ଭଳି ଡାନ୍ସ କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିବା ପାଇଁ ଲାଗିଛନ୍ତି | ଆଉ ଏହି ଭଳି ଡାନ୍ସ କୁ ଦେଖି ସମସ୍ତେ ମଧ୍ୟ ମଜି ଯାଇଛନ୍ତି ବୋଲି କୁହା ଯାଉଛି | ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବା ରେ ଲାଗିଛି ଏବଂ ଦର୍ଶକ ମାନେ ଏହାକୁ ଦେଖ ବେଶ୍ ଖୁସି ମଧ୍ୟ ହୋଇଛନ୍ତି ।


ଆଉ ଯେଉଁ ଡାନ୍ସ ର କମାଲ କୁ ଆପଣ ମାନେ ମଧ୍ୟ ଦେଖିଲେ ବେଶ ଖୁସି ହୋଇଯିବେ ଆଉ ବାରମ୍ବାର ସେହି ଡାନ୍ସ ଭିଡ଼ିଓ କୁ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିବେ | ଆଉ ଏହିଭଳି ଭାବରେ ନିଜର ବାହାଘର ରେ ନିଜେ ଡାନ୍ସ କରି ସେମାନେ ମଜା ନେଇଛନ୍ତି ତାହା ସହିତ ଉପସ୍ଥିତ ଥିବା ସମସ୍ତେ ମଧ୍ୟ ଏନଜୟ କରିଛନ୍ତି ସେମାନଙ୍କର ଡାନ୍ସ କୁ ଦେଖିକି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ର ବିଷୟ ପାଲଟିଛି |

Leave A Reply

Your email address will not be published.