ଦେଖନ୍ତୁ EXCLUSIVE -ସାମ୍ନାକୁ ଆସିଲା ଗୁମର ! ବବି ମିଶ୍ର କହିଲେ ତାଙ୍କ ସ୍ତ୍ରୀ କୋଏଲଙ୍କ କଥା…ଶୁଣିଲେ ଆପଣ ବି କହିବେ ପିଣ୍ଟୁ ନନ୍ଦ ଙ୍କ ପରି…..?

ସାଧାରଣତଃ ସେଲିବ୍ରେଟି ମାନଙ୍କ ଜୀବନର ରହଣି ସହଣୀ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ସେଲିବ୍ରେଟି ମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ କୌତୁହଳ ପ୍ରକାଶ କରିଥାନ୍ତି। ସେମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି, କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। କଳା ଜଗତରେ ତୋ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା,

ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ତେବେ ଗତ ତିନି ଦିନ ତଳେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦ୍ଵାଦଶାହ କାର୍ଯ୍ୟ ହୋଇଥିଲା । ଏହି ଦ୍ଵାଦଶାହ କାର୍ଯ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଆସିଥିଲେ ଏବଂ ପିଣ୍ଟୁଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତେବେ ପିଣ୍ଟୁଙ୍କର ବନ୍ଧୁ ବବି ମିଶ୍ର ମଧ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ ।

ପିଣ୍ଟୁଙ୍କ ଦ୍ଵାଦଶାହରେ ବବି ଏକ୍ସ ୱାଇଫ କୋଏଲ ବାନାର୍ଜୀଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ବର୍ଷ ତଳେ ବବି ଆଉ କୋଏଲଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । କୋଏଲ କଲିକତା ଫେରି ଯାଇ ଜଣେ ବଙ୍ଗାଳୀ ଅଭିନେତାଙ୍କ ସହ ବିବାହ କରି ତାଙ୍କ ଛୁଆର ମାଆ ହୋଇ ସାରିଛନ୍ତି ।ତେବେ ଏହାକୁ ନେଇ ବବି ମିଶ୍ର କହିଛନ୍ତି-‘ମୁଁ ଜାଣିଛି ତାର ଗୋଟେ ପୁଅ ହେଇ ଯାଇଛି ତଥାପି ସେ ଫେରି ଆସିଲେ ମୁଁ ଖୁସି ।

 

କାରଣ ମୁଁ କୋଏଲକୁ ଭଲ ପାଏ ମୁଁ ଡୁଆଲ ମିନିଙ୍ଗ ଲୋକ ନୁହେଁ ମୁଁ ଯାହା ମୁଁ ଲୋକ ମାନଙ୍କୁ ସେଇଆ ଦେଖାଏ । ମୁଁ ଡେଆରିଙ୍ଗ ଲୋକ ନୁହେଁ । ଏହି ଚରିତ୍ରଟିକୁ ଆପଣ ଭଲ ପାଇବାର ଅଛି ଯଦି ପାନ୍ତୁ ନହଲେ ଅଭିନୟ ମାଧ୍ୟମରେ ମୁଁ ଯେଉଁ ଚରିତ୍ର କରୁଛି ତାକୁ ତ ଆପଣ ଭଲ ପାଇବା ଦେଇଛନ୍ତି ସେଥିପାଇଁ ମୁଁ 25 ବର୍ଷ ଇଣ୍ଡଷ୍ଟ୍ରିରେ ଅଛି ।

 

ମୁଁ ଯାହା କୁହେ ମୋ ହୃଦୟର କଥା କୁହେ ସତ କଥା । ମୁଁ ଯାହା ସେଇଟା ଆପଣଙ୍କୁ ଦେଖାଏ ମୁଁ ମୋ ଆପିରେନ୍ସକୁ ଚେଞ୍ଜ କରିବାକୁ ଚାହେଁନି । ମୁଁ ଜାଣିଛି ଆପଣ ମାନେ ଖରାପ ଭାବିବେ । ମୁଁ ସବୁ ଦିନ ବହୁତ ଲୋକଙ୍କୁ ଖୁସି କରେଇବାରେ ଚେଷ୍ଟା କରେ । ଲୋକ କହିବେ ଲୋକ କଣ କହିବେ ସେଇଟା ମୁଁ ଭାବିନି କାରଣ 90 ପ୍ରତିଶତ ଲୋକ ହିଁ ଭଲ ପାନ୍ତି ।10 ପ୍ରତିଶତ ଲୋକ ସେଇଠି ରହିବେ ଯେଉଁ ମାନଙ୍କର କାମ ଧନ୍ଦା ନାହିଁ ସେମାନେ ଗାଳି ଦେବେ । ତେଣୁ ମୁଁ ତାଙ୍କ ଉପରେ ରାଗେନି କି ଅଭିମାନ କରେନି’ ।

Leave A Reply

Your email address will not be published.