ଦେଖନ୍ତୁ ollywood ଭିଡିଓ ! ଡିଭୋର୍ସ ପରେ ମାଙ୍କ ସହ ଗାଁ ରେ ରହୁଛନ୍ତି ବର୍ଷା

ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ।ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।ତେବେ ଆଜି ଆମେ ଆପଣଙ୍କୁ ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ ଜଣେଇବୁ।


ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ମନ ମତାନ୍ତର ଦେଖା ଦେଇଥିଲା। ଆଉ ସେହି ଘଟଣାକୁ ନେଇ ଦୀର୍ଘ ଦିନ କୋର୍ଟରେ ମଧ୍ୟ ଚାଲିଲା।

ଆଉ ଏବେ ଅନୁଭବଙ୍କୁ ଛାଡ଼ିବା ପରେ ବର୍ଷା ତାଙ୍କ ମା ଙ୍କ ସହ ଗାଁରେ ରହୁଥିବା ନଜର ଆସିଛନ୍ତି। ତେବେ ଅନୁଭବ ଓ ବର୍ଷା ମଧ୍ୟରେ ଝଗଡ଼ା ଲାଗିଛି ଆଉ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟରେ ହାଜର ହୋଇଛନ୍ତି। ତେବେ ଅନୁଭବଙ୍କ ଘରେ ରହୁଥିଲେ ବର୍ଷା ପ୍ରିୟଦର୍ଶିନୀ ହେଲେ ଅନୁଭବ ଭୋଡ଼ା ଘରେ ରହୁଥିଲେ।

କିନ୍ତୁ କୋର୍ଟର ନିର୍ଦ୍ଦେଶ ପରେ ଏବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘର ଛାଡ଼ି ଯାଇଛନ୍ତି ଏବଂ ଅନୁଭବ ମହାନ୍ତି ତାଙ୍କ ଘରେ ଆସି ରହୁଛନ୍ତି। ହେଲେ ବର୍ଷା ଏବେ ତାଙ୍କ ମାଙ୍କ ସହ ଗାଁ ରେ ରହୁଥିବା ନଜର ଆସିଛନ୍ତି। ତେବେ ଆପଣମାନେ ଓଲିଉଡ ରେ ଜବରଦସ୍ତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାଣିଥିବେ। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସେ ୧୭ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଛନ୍ତି। ୨୦୦୨ ମସିହାରୁ ବର୍ଷା ପ୍ରିୟଦର୍ଶିନୀ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ କାମ କରି ଆସିଛନ୍ତି। ଆଉ ଏବେ ବର୍ଷା ପ୍ରିୟଦର୍ଶିନୀ ନିଜର ବୈବାହିକ ଜୀବନରେ ବହୁତ ଅଶାନ୍ତିରେ ଦିନ କାଟୁଛନ୍ତି।

 

୨୦୧୪ ମସିହାରେ ତାଙ୍କର ଅନୁଭବଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ଦୁହେଁ ବହୁତ ଖୁସିରେ ଥିଲେ। ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଦୁହେଁ କଳି ଝଗଡ଼ା କରୁଥିଲେ ଆଉ ୨୦୨୦ ମସିହାରେ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଡିଭୋର୍ସ ପାଇଁ କୋର୍ଟରେ ହାଜର ହୋଇଥିଲେ ଅନୁଭବ ମହାନ୍ତି। ଆଉ ଏବେ ଦୁହେଁ ଅଲଗା ହେବା ପାଇଁ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.