ଓଃ କି ଡ୍ୟାନ୍ସ ! ଯାତ୍ରା ଷ୍ଟେଜ ଉପରେ ପିୟୁଷ ଓ ମାମା ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…

ବର୍ତ୍ତମାନ ସିନେମା ଠାରୁ ଆରମ୍ଭ କରି ସବୁଥିର ଛୋଟ କ୍ଲିପ ଗୁଡିକ ସୋସିଆଲ ମେଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ।ଅନେକ ସମୟରେ ଫିଲ୍ମ ସିନ ଗୁଡିକ ଠାରୁ ଯାତ୍ରା ସିନ ଗୁଡିକ ବହୁତ ଲୋକପ୍ରିୟ ହେବାରେ ଲାଗୁଛି ।ତେବେ ଯାତ୍ରା ବହୁତ ଯାତ୍ରା ତ କମେଡି ସିନ ଓ ଡାଇଲଗ ଗୁଡିକ ଖୁବ ମଜା ଦେଇଥାଏ ।

ତେବେ ଆମେ ଆଜି କଥା ହେବୁ ଗୋଟିଏ ରୋମାଣ୍ଟିକ ଡ୍ୟାନ୍ସ ବିଷୟରେ ଯେଉଁ ସିନ ଦେଖିଲେ ଆପଣ ଜାଣି ପାରିବେ ନାହିଁ ତାହା ଅଭିନୟ ନା ସତ ।ତେବେ ସାଧାରଣତଃ ବର୍ତ୍ତମାନ ସମାଜରେ ଯେଉଁ ସବୁ ଘଟଣା ଘଟୁଛି ସେସବୁ କୁ ଦୃଷ୍ଟି ରେ ରଖି କାହାଣୀ ଗୁଡିକର ରଚନା ହେଇଥାଏ ।

 

ଆଉ ଏହିସବୁ ଘଟଣା ଗୁଡିକ ଅଭିନୟ ରେ ବି ସାମିଲ ହେଉଛି,ତେବେ ବର୍ତ୍ତମାନ ଏକ ଯାତ୍ରା ର ରୋମାଣ୍ଟିକ ଡ୍ୟାନ୍ସ ଟି ଖୁବ ଭାଇରଲ ହେବାରେ ଲାଗିଛି ଏହାଛଡା ଏହି ଅଭିନୟ ଏତେ ବାସ୍ତବ ପରି ଲାଗୁଛି କି ସିନ ଦେଖି ଲୋକେ ଉତେଜିତ ହେଇ ଉଠୁଛନ୍ତି ।ତେବେ ଆଜି ଆମେ କହିବୁ ଜଣେ ଏମିତି କଳାକାର ଙ୍କ ବାବଦରେ ଯିଏ କି ପ୍ରଥମେ ସିନେ ଇଣ୍ଡଷ୍ଟ୍ରି ରେ ପାଦ ଥାପି ଥିଲେ ଆଉ ଦର୍ଶକ ମାନଙ୍କ ବହୁତ୍ ସାରା ଭଲ ପାଇବା ଜିତି ପାରିଥିଲେ ଅନେକ ସିନେମା ରେ ଅନେକ ସଫଳତା ପାଇ ସାରିବା ପରେ ଯାଇ ସିଧା ଏଣ୍ଟ୍ରି ମାରିଥିଲେ ଯାତ୍ରା ଜଗତରେ।

 

ଆଉ ଯାତ୍ରା ଜଗତରେ ପାଦ ଥାପିବା ମାତ୍ରେ ଦର୍ଶକ ତାଙ୍କୁ ଏତେ ମାତ୍ରାରେ ଭଲ ପାଇଲେ ଯେ ସେ ରାତାରାତି ବନିଗଲେ ଯାତ୍ରା ଜଗତର ସୁପରଷ୍ଟାର। ସେ ହେଉଛନ୍ତି ଯାତ୍ରା ଜଗତର ସୁପରଷ୍ଟାର ପୀୟୁଷ ତ୍ରିପାଠୀ।ତେବେ ଅଭିନେତା ପୀୟୂଷ ତ୍ରିପାଠୀ ଙ୍କୁ ବର୍ତ୍ତମାନ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି।ତାଙ୍କ ଅଭିନୟ ବେସ୍ ମନଛୁଆଁ ହୋଇ ପାରିଛି।ଅଭିନେତା ପୀୟୂଷ ତ୍ରିପାଠୀ ହେଉଛନ୍ତି ଜଣେ ଉଚ୍ଚକୋଟୀର କଳାକାର।ସେ ହିରୋ , ଭିଲିଆନ୍ , ଏବଂ କମେଡି ଭିଲିଆନ୍ ସବୁ ଚରିତ୍ର ରେ ଆକ୍ଟିଙ୍ଗ ବହୁତ୍ ସୁନ୍ଦର୍ ଭାବରେ କରି ପାରନ୍ତି।


ସବୁ ଚରିତ୍ର ରେ ଦର୍ଶକ ମାନେ ତାଙ୍କର ଅଭିନୟ କୁ ପସନ୍ଦ ମଧ୍ୟ କରୁଛନ୍ତି।ତେବେ ନିକଟରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ର ଯାତ୍ରା ମଞ୍ଚ ରେ ସୁପରଷ୍ଟାର ପୀୟୁଷ ତ୍ରିପାଠୀ ଯାତ୍ରା ଅଭିନେତ୍ରୀ ମାମା ଙ୍କ ସହିତ ଏକ ରୋମାଣ୍ଟିକ ଡାନ୍ସ କରୁ ଥିବାର ନଜର ଆସିଛନ୍ତି।

ଯାହାକି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିଛି।ନାଟକ ଅଧା ରାତିର ସାଥୀ ରେ ଏହି ରୋମାଣ୍ଟିକ ଡାନ୍ସ ଦେଖିବାକୁ ମିଳିଛି। ପୀୟୁଷ ଏବଂ ମାମା ଙ୍କ ମଧ୍ୟରେ କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକ ବହୁ ମାତ୍ରାରେ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.