Femily Tips – ଗର୍ଭ ନ ରହିବାର ପ୍ରମୁଖ କାରଣ ଓ ଏହାର ସମାଧାନ

ବିବାହ ପରେ ଗୋଟିଏ ଦମ୍ପତିଙ୍କ ଜୀବନରେ ଖୁସି ଦୀଗୁଣା ସେତେବେଳେ ହେଇଥାଏ ଯେତେବେଳେ ତାଙ୍କ ଜୀବନରେ ପିଲାଟିଏ ଆସିଥାଏ ।ଆଉ ନାରୀ ମାନଙ୍କ ପାଇଁ ମାତୃତ୍ୱ ଏକ ନୂଆ ଜୀବନ ଦେଖାଇ ଥାଏ ତେବେ ବହୁତ ସମୟରେ ଏମିତି ହୁଏ କି ପ୍ରେଗନେସି ପାଇଁ ଯେତେ ପ୍ରୟାସ କଲେ ବି ପ୍ରେଗେନେସି ରହେ ନାହିଁ ।ତେବେ ଏମିତି ବୁହୁତ ସମୟ ଧରି ଚାଲିଲେ ବି ଆପଣ କାରଣ ଖୋଜି ପାଆନ୍ତି ନାହିଁ କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କି କନସିଭ୍ କରି ନପାରିବା ପଛରେ ଅନେକ କାରଣ ରହିଥାଏ ।ତେବେ ଆମେ ଆଜି ଆପଣଂକୁ ସେହି କାରଣ ଓ ତାର ସମାଧାନ ବିଷୟରେ ଜଣାଇବୁ ।

କନସିଭ୍ କରି ନପାରିବା ର କାରଣ:-

 

 


1.ବୟସ:-
ତେବେ ମନେ ରଖନ୍ତୁ ପ୍ରତ୍ୟେକ ପ୍ରେଗେନେସି ପାଇଁ ଉପଯୁକ୍ତ ଏକ ବୟସ ବ୍ୟବଧାନ ରହିବା ଦରକାର ସ୍ୱାମୀ ସ୍ତ୍ରୀ ଭିତରେ ।ଯଦି ପୁରୁଷ ର ବା ସ୍ତ୍ରୀ ର ବୟସ କାହାର ଆବଶ୍ୟକ ଠାରୁ ଅଧିକ ହେଇଥାଏ ତେବେ ସେହି କ୍ଷେତ୍ରରେ ପ୍ରେଗନେସି
କନସିଭ୍ କରିବା ଭାରି କଷ୍ଟ ।

2.ଇନଫର୍ଟିଲିଟି ମେଲ:-

 


ଏହି କ୍ଷେତ୍ରରେ ପୁରୁଷ ମାନଙ୍କ ପାଖରେ ସିମେଲ ର କ୍ୱାଲିଟି ଭଲ ନଥାଏ ।ଆଉ ଏହା ସେତେବେଳେ ହୁଏ ଯେତେବେଳେ ଜଣେ ପୁରୁଷ ର ଅଧିକ ବୟସ ହେଇଥିବା ବା ଦୀର୍ଘ ଦିନ ଧରି ମେଡ଼ିସିନ ନେଉଥିବେ ।ତେବେ 30 ରୁ 20 ପ୍ରତିଶତ ପୁରୁଷ ଙ୍କ ପାଖରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ।

3.ଫେଲପିଉନ ଟ୍ୟୁବ ବ୍ଲାକେଜ୍:-ତେବେ ଯେତେବେଳେ ନାରୀର ଅଣ୍ଡା ମେଚିୟର ହୁଏ ସେତେବେଳେ ଅଣ୍ଡା ଓଭାରୀରୁ ବାହାରି ଆସି ଫେଲପିଉନ ଟ୍ୟୁବ ଭିତରକୁ ଟାଣିଯାଏ ।ଆଉ ଯେତେବେଳେ ସ୍ପର୍ମ ନାରୀ ଶରୀର ଭିତରକୁ ପଶିଥାଏ ସେତେବେଳେ ସେହି ଅଣ୍ଡା ଫେଲୋପିଆନ ଟିବ ଦେଇ ଯାଇ ଅଣ୍ଡରେ ମିଶିଥାଏ ।କିନ୍ତୁ ସେତେବେଳେ ସେହି ଅଣ୍ଡା ଫେଲୋପିଆନ ଟିବ ତଳ ଦେଇ ଯିବା ଦରକାର ।

4.No Ovelution:-

 

ତେବେ ଗୋଟିଏ ପ୍ରେଗନେସି ପାଇଁ ପୁରୁଷ ର ସ୍ପର୍ମ ଓ ନାରୀର ଅଣ୍ଡା ଦରକାର ହୁଏ ।ତେବେ ବହୁତ ସମୟରେ ଏମିତି ହୁଏ କି ନାରୀ ମାନଙ୍କ ର ଏହି ଅଣ୍ଡା ଟିଲିଜ ହୁଏ ନାହିଁ ।ଆଉ ଏମତି ହେବା ପଛରେ ମୁଖ୍ୟ କାରଣ ହେଉଛି ରେଗୁଲାର ପିରିୟଡ଼ ନହେବା ।ଯେଉଁଥି ପାଇଁ ନାରୀ ପାଖରେ ଅଣ୍ଡା ତିଆରି ହେଇ ନଥାଏ ।

5.ଏଣ୍ଡମେଟ୍ରିଓସିସ୍:-
ଏଣ୍ଡମେଟ୍ରିଅମ ଏକ ପ୍ରକାରର ଟିସୁ ଅଟେ ଯାହା ଓଭାରୀର ଫେଲପିଉନ ଟ୍ୟୁବରେ ବଢିବାରେ ଲାଗିଥାଏ । ଏହାର ସଙ୍କେତ ହେଉଛି ପିରିୟଡ୍ସ ହେଲେ ଅଧିକରୁ ଅଧିକ ଯନ୍ତ୍ରଣା ହେବା ।ତେବେ ଏହି ସମୟରେ ଆପଣ ତୁରନ୍ତ ଡାକ୍ତର ଙ୍କ ସହପରାମର୍ଶ କରିବା ଉଚିତ ।

Leave A Reply

Your email address will not be published.