Kalavantin Durg Trek ଦୁର୍ବଳ ହୃଦୟ ବ୍ୟକ୍ତି ଏହି ଭିଡ଼ିଓ କୁ ଦେଖନ୍ତୁ ନାହିଁ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହା ବେଳେ ବେଳେ ମନରଞ୍ଜନ ଦେବା ସହିତ ଆଉ ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ଅନେକ ଲୋକ ୟୁଟ୍ୟୁବ ମାଧ୍ୟମ ରେ ନିଜ ଜୀବନ ଶୈଳୀ କୁ ନେଇ ଭିନ୍ନ କିଛି ଦେଖାଇବା ପାଇଁ ବ୍ଲୋଗ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ସେମାନଙ୍କର କୌତୁହଳ ପୂର୍ଣ୍ଣ ଭିଡ଼ିଓ ଦେଖି ଦର୍ଶକ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି ଏବଂ ସମ୍ପୂର୍ଣ୍ଣ ଭିଡ଼ିଓ ଟିକୁ ଖୁସିରେ ଉପଭୋଗ ମଧ୍ୟ କରି ଥାଆନ୍ତି |

କିନ୍ତୁ ବେଳେ ବେଳେ ସେହି ଲୋକ ମାନେ କିଛି ଏଭଳି ଭୟଙ୍କର ଭିଡ଼ିଓ ଉପଲୋଡ କରି ଥାଆନ୍ତି ଯାହାକୁ ଦେଖିଲେ ସହଜ ରେ ବିଶ୍ୱାସ ମଧ୍ୟ କରି ହେବ ନାହିଁ | ଏଭଳି ଦୃଶ୍ୟ ଯେତେ ଆଶ୍ଚର୍ଯ୍ୟ କର ହୋଇ ଥାଏ ସେତେ ଭୟଭୀତ ମଧ୍ୟ କରାଇ ଦେଇ ଥାଏ |

ତେବେ ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ଆପଣଙ୍କ ରୁମ ଭୟରେ ଟାଙ୍କୁରୀ ଉଠିବ ଆଉ ଆପଣ ବାସ୍ତବ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ, ତେବେ ଆସନ୍ତୁ ଏହି ଭିଡ଼ିଓ ଟି ସମ୍ପର୍କ ରେ ଆଲୋଚନା କରିବା |

ତେବେ ଏଠାରେ ଜଣେ ବ୍ୟକ୍ତି ଯେଉଁଭଳି ଭାବରେ ଏକ ପ୍ରତିକୂଳ ପାଗରେ ଏକ ଉଚ୍ଚ ଦୁର୍ଗ ଉପରକୁ ଚଢୁଛନ୍ତି ତାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଭାବରେ ବୁଲାଇ ଦେବ ଏବଂ ଆପଣ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ |

ତେବେ ଏହି ଦୃଶ୍ୟ ହେଉଛି ମହାରାଷ୍ଟ୍ର ର କାଳବନ୍ତି ଦୁର୍ଗ ଟ୍ରେକ ର ଅଟେ, ଯେଉଁଠି ପ୍ରତିବର୍ଷ ଅନେକ ସଂଖ୍ୟା ରେ ଲୋକ ସେଠାକୁ ବୁଲିବାକୁ ଯାଇ ଥାଆନ୍ତି | କିନ୍ତୁ ଆମେ କହି ରଖୁଛୁ ଯେ ଏହି ଦୁର୍ଗ କୁ ଯାତ୍ରା କରିବା ଏତେ ସହଜ କଥା ନୁହେଁ ଏବଂ ଏହି ଦୁର୍ଗ କୁ ଯିବା ବେଳେ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡ଼ି ଥାଏ |

କିନ୍ତୁ ଏହି ଦୃଶ୍ୟ ରେ ଦେଖିବାକୁ ମିଳିଛି କି ଜଣେ ବ୍ୟକ୍ତି ସେହି ଉଚ୍ଚ ଦୁର୍ଗ ଉପରେ ଚଢି ପୁଣି ଓହ୍ଲାଉଛନ୍ତି ଯାହାକି ପୁରା ଦୃଶ୍ୟ ଟି କ୍ୟାମେରା ରେ କଏଦ ହୋଇଛି | ଆଉ ବର୍ତ୍ତମାନ ସମୟରେ ଏହି ଦୃଶ୍ୟ ର ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଦୃଶ୍ୟ ଟି ଏତେ ମାତ୍ରା ରେ ଭୟଙ୍କର ଯେ ବ୍ୟକ୍ତି ଜଣଙ୍କୁ ଦେଖିଲେ ଆପଣ ମଧ୍ୟ ଭୟ ରେ କମ୍ପି ଉଠିବେ ଏବଂ ଦୁର୍ଗ କୁ ଯିବା ପାଇଁ ସାହସ କରି ପାରିବେ ନାହିଁ |

Leave A Reply

Your email address will not be published.