ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 46 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର ଭିଡିଓ ବିଷୟରେ କହିବି ଯାହା ଦେଖିଲେ ଆପଣ ବହୁତ ଖୁସି ହୋଇଯିବେ ।ବର୍ତମାନ ଛୋଟ ପିଲାମାନେ ବହୁତ ଛୋଟ ବୟସରୁ ନାଚ ଗୀତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି, ଏହା ସହିତ ଛୋଟ ପିଲାମାନଙ୍କ ନାଚ ଗୀତ ଦେଖିବା ପାଇଁ ସମସ୍ତେ ବହୁତ ଖୁସି ପାଆନ୍ତି ।ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ କୁନି ଅଙ୍ଗନବାଡି ପିଲାମାନଙ୍କ ବିଷୟରେ କହିବି, ଯେଉଁମାନେ ତାଙ୍କର ସୁନ୍ଦର ନାଚ ମଧ୍ୟରେ ବହୁତ ଭଲ ପାଇବା ପାଉଛନ୍ତି ।ତେବେ କୁନି ପିଲାମାନଙ୍କ ନାଚ ବିଷୟରେ ସମ୍ପୂର୍ଣ କଥା ଜାଣିବା ।

ଅନେକ ବ୍ୟକ୍ତି ତାଙ୍କର ସବୁବେଳେ ନାଚ ଗୀତ ଦେଖିବା ପାଇଁ ଅଧିକ ଭଲ ପାଇଥାନ୍ତି, କାରଣ ନାଚ ଗୀତ ଦେଖିବା ଦ୍ଵାରା ସମସ୍ତଙ୍କର ମନରଞ୍ଜନ ହେବା ସହିତ ତାଙ୍କ ମନ ଭିତରେ ଲୁଚି ରହିଥିବା ଦୁଃଖ ମଧ୍ୟ କିଛି ସମୟ ପାଇଁ ଦୂର ହୋଇଯିବ ।ତେଣୁ ଅଧିକାଂଶ ବ୍ୟକ୍ତି ନାଚକୁ ଅଧିକ ପସନ୍ଦ କରିଥାନ୍ତି, ବର୍ତମାନ ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ଯେ ଆଜିର ଏହି କୁନି ପିଲାମାନେ ଅଙ୍ଗନବାଡିରେ ଯାଇ ପାଠ ପଢିବା ସହିତ କିଛି ସୁନ୍ଦର ନାଚ ମଧ୍ୟ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ।ଯାହାଦ୍ୱାରା ସେମାନଙ୍କ ମାନସିକ ବିକାଶ ହେବ ।


ବର୍ତମାନ ଆମର ସରକାର କୁନି ପିଲାମାନଙ୍କ ପାଇଁ ଅନେକ ସୁବିଧା ସଯୋଗର ବ୍ୟବସ୍ଥା ରଖିଛି, ଯାହା ମାଧ୍ୟମରେ ପିଲା ମାନଙ୍କୁ ଖାଇବା ଠାରୁ ଆରମ୍ଭ କରି ପିନ୍ଧିବାର ମଧ୍ୟ ଅଭାବ ରହୁନାହିଁ ।ସମସ୍ତ ପିଲା ଅଙ୍ଗନବାଡି଼କୁ ସମାନ ୟୁନିଫର୍ମ ପିନ୍ଧି ଯିବା ପାଇଁ ବାଧ୍ୟ କରାଯାଇଛି, ପିଲାମାନଙ୍କ ଶାରୀରିକ ବିକାଶ ସହିତ ସେମାନଙ୍କର ମାନସିକ ବିକାଶ କରିବା ସମସ୍ତଙ୍କର ଲକ୍ଷ୍ୟ ।

ଛୋଟ ପିଲା ବଡ଼ ହେଲେ ଆମ ଦେଶ ପାଇଁ ଲଢ଼ିବ ବୋଲି ସମସ୍ତଙ୍କର ଆଶା ସେଥିପାଇଁ ଆମର କୁନି ପିଲାମାନଙ୍କୁ ସବୁ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଇଛି।ଆଉ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ତାହା ଛତ୍ରପୁର ର ବୋଲି କୁହାଯାଉଛି ।

ଆଉ ଯେଉଁଠି ଅଙ୍ଗନବାଡି ଦିଦି ଦୁଇଜଣ ସୁଜାତା ଓ ରଶ୍ମିତା ନାଚ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢାଇବା କୁ ଲାଗିଛନ୍ତି ।ଆଉ ଯେଉଁଠି ଦେଖିବାକୁ ମିଳିଛି କି ବଉଳା ଗାଈ କୁ ନେଇକି କହିଛନ୍ତି କି ଗାଈ କହଉଛି ମୋତେ ଘାସ ଦିଅ ଆଉ କ୍ଷୀର ନିଅ ବୋଲି ।

ଝୁମୁରୁ ଝାଇଁ ଗୀତ କୁ ଗାଇଵା ସହିତ ସେହି ଗୀତ ମାଧ୍ୟମରେ ପିଲାମାନଙ୍କୁ ଗାଈ କଣ ଖାଇଥାଏ ଓ ଗାଈ ପାଖରୁ ଆମେ କଣ ସବୁ ପାଇଥାଉ ସେ ବିଷୟରେ ବୁଝାଇବାକୁ ଲାଗିଛନ୍ତି ଅଙ୍ଗନବାଡି ଦିଦି ଦୁଇଜଣ ଗୀତ ଆଉ ନାଚ ମାଧ୍ୟମରେ ପିଲାମାନେ ଦୁଇ ଜଣଙ୍କୁ ।ଆଉ ଦିଦି ଦୁଇଜଣଙ୍କର ଏହି ଭଳି ପିଲାମାନଙ୍କୁ ପାଠ ପଢାଇବାର ଷ୍ଟାଇଲ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.