VIRAL VIDEO –ହଟାତ ବେଙ୍ଗଲ ଟାଇଗର (TIGER ) ସଫରି ବସ କୁ କଲା ଆକ୍ରମଣ…ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ …
ତେବେ ସୋସିଆଲ ମିଡ଼ିଆ ରେ ଆମେ ବିଭିନ୍ନ ପ୍ରକାର ଭିଡ଼ିଓ ମାନ ସବୁ ଦେଖି ଥାଉ ଯାହାକି ବେସ ଭାଇରାଲ ହୋଇ ଥାଏ ଆଉ ଏହାକୁ ଦେଖି ଆମେ ନିଜକୁ ସତର୍କ ମଧ୍ୟ କରି ପାରୁ | କେତେ ବେଳେ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବା ପାଇଁ ମିଳି ଥିବା ବେଳେ ଆଉ କେତେ ବେଳେ ପୁଣି ବହୁତ ଭଲ ଘଟଣା ମଧ୍ୟ ଦେଖିବା ପାଇଁ ମିଳେ ଯାହାକୁ ଦେଖୀଲେ ମନକୁ ଖୁବ ଖୁସି ଅନୁଭବ ହୋଇ ଥାଏ | କିନ୍ତୁ ବେଳେ ବେଳେ କିଛି ଏମିତି ମଧ୍ୟ ଦୃଶ୍ୟ ଦେଖିବା ପାଇଁ ମିଳେ ଯାହାକୁ ଦେଖିଲେ ଆପଣ ଖୁବ ଭୟଭୀତ ହୋଇ ଯିବେ |
ତେବେ ଆପଣ ତ ଜାଣିଛନ୍ତି ହିଂସ୍ର ପଶୁ ପକ୍ଷୀ କୁ ଆଦି ମଣିଷ କେତେ ଯେ ଭୟ କରିଥାଏ | ଏକ ମଣିଷ ଯେତେ ବି ସାହସୀ ହୋଇ ଥାଉ ନା କାହିଁକି ଯଦି ସେ ବାଘ କି ସିଂହ ଦେଖିବ ନିହାତି ଭାବରେ ଡରି ଯିବ | କାରଣ ଏହି ପଶୁ ମାନେ ମଣିଷ କୁ ଦେଖିଲେ ନିହାତି ଭାବରେ ଆକ୍ରମଣ କରିଥାନ୍ତି ଆଉ ତାଙ୍କ ହାବୁଡ଼ରେ ମଣିଷ ପଡିଲେ ନିଜକୁ ରକ୍ଷା କରି ପାରେ ନାହିଁ |
ତେବେ ଆଜି ସେହି ପଶୁ ମାନଙ୍କୁ ନେଇ ସେଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯେଉଁଠି କୁନି କୁନି ପିଲା ମାନେ ମିଶି ବସ ରେ ଏକ ସଫରି ରେ ପାର୍କ କୁ ବୁଲିବା ପାଇଁ ଯାଇଛନ୍ତି ଯାହାର ସୁନ୍ଦର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାକୁ ଲାଗିଛି |
ତେବେ ଆପଣ ତ ଜାଣନ୍ତି ଆଜିକାଲି ର ପିଲା ମାନଙ୍କୁ ଡେଭଲପ ପାଇଁ ଅନେକ ବିଷୟ ରେ ବୁଝା ଯାଇଥାଏ, ଏହା ସହିତ ସେହି ପିଲା ମାନଙ୍କୁ ଯଦି କୌଣସି ସ୍ଥାନ କୁ ବୁଲାଇବା ପାଇଁ ନେଇ ଯାଆନ୍ତି ତେବେ ସେମାନେ ସେଠାରେ ନୁଆ ନୂଆ ଜିନିଷ କୁ ଦେଖି ନିଜ ଶିକ୍ଷକ କୁ ପଚାରି ବୁଝି ଥାଆନ୍ତି ଯାହା ଦ୍ୱାରା ତାଙ୍କର ଜ୍ଞାନ ବଢ଼ି ଥାଏ | ତେବେ ଏହି ଭିଡ଼ିଓ ରେ ପ୍ୟାରେଣ୍ଟସ ମାନେ ନିଜ ପିଲା କୁ ନେଉ ବଙ୍ଗଲାଦେଶର ଏକ ପାର୍କ କି ବୁଲାଇବା ପାଇଁ ନେଇ ଯାଇଛନ୍ତି |
ସେହି ପାର୍କରେ ବଡ଼ ଜଙ୍ଗଲ ସହିତ ସେଠାରେ ଅନେକ ଭୟଙ୍କର ଯିବ ଜନ୍ତୁ ଥିବାର ମଧ୍ୟ ଦେଖିବାକୁ ମିଳିଛି, ପିଲାମାନେ ଏକ କେମେରା ସାହାଯ୍ୟରେ ତାହାର ପ୍ରାକୃତିକ ଜିନିଷର ଫୋଟୋ ଉଠାଇବା ସହିତ ଅନେକ ଜୀବଜନ୍ତୁ ମାନଙ୍କର ମଧ୍ୟ ଫୋଟୋ ଉଠାଉଛନ୍ତୁ | ସେହି ବସରେ ଅନେକ ବ୍ୟକ୍ତି ବାଘ ସିଂହ ଆଦିକୁ ଦେଖି ବହୁତ ଖୁସି ହେବା ସହିତ ତାହାର ଭିଡିଓ ମଧ୍ୟ କରୁଛନ୍ତି | ତାହା ସହିତ ସେହି ପାର୍କ ଭିତରକୁ ବସ ଯିବାର ସାଉଣ୍ଡ ଶୁଣି ବାଘ ସିଂହ ଭାଲୁ ଆଦି ରାସ୍ତାର ସେହି ଗାଡିକୁ ଅନେଇବାର ମଧ୍ୟ ଦେଖିବାକୁ ମିଳିଛି |
ଜଙ୍ଗଲ ଭିତରକୁ ଯାଇଥିବା ପିଲାମାନଙ୍କ ଭୟ ଥିଲା ସେମାନଙ୍କୁ କୁଆଡେ ଆଜି ମହାବଳ ବାଘ ଆକ୍ରମଣ କରିବ ମାତ୍ର ତାହା ସମ୍ଭବ ନୁହଁ କାରଣ ସେମାନେ ଯେଉଁ ବସରେ ଯାଇଥିଲେ ସେହି ବସ ଚାରି ପାଖରେ କାଚର ଘେରାଉ ଥିଲା ଯାହା ଫଳରେ କେହି ବ୍ୟକ୍ତି ତାହା ଭିତରକୁ ପଶି ପାରନ୍ତି ନାହିଁ | ତେବେ ପିଲା ମାନଙ୍କର ବୁଲିବାର ଏଭଳି ଏକ ସୁନ୍ଦର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।