ଦେଖନ୍ତୁ Viral ଭିଡ଼ିଓ : ଆଜି ଚୈତ ମାସ ସୋମବାର ହଠାତ ଶିବ ମନ୍ଦିରରେ ଫଣା ଟେକିଲେ ଦୁଇଟି (GOLDEN COBRA), ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ..

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଠିକ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସାପ ସବୁବେଳେ ବିଷଧର ହୋଇଥାଏ ।

ଆଉ ବେଳେ ବେଳେ ବିଷାକ୍ତ ସାପ ମଧ୍ୟ ଘର ଭିତର କୁ କୌଣସି କାରଣରୁ ପଶି ଆସିଥାଏ ।ଆଉ ଭୁଲ ବଶତଃ ଯଦି କୌଣସି କାରଣରୁ ସେହି ସାପ ଟି ଉପରେ ଆପଣ ବକର ଗୋଡ଼ ପଡ଼ି ଯାଇଥାଏ ତାହେଲେ ଆପଣ ଙ୍କର ଜୀବନ ପ୍ରତି ବିପଦ ଥିବା କଥା କୁହାଯାଉଛି ।ଆଉ ତାହା ସହିତ କୁହାଯାଉଛି କି ବେଳେ ବେଳେ ସାପ ଦଂଶନ ର ଶିକାର ହୋଇ ମଣିଷ ର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆବାକ କରିବା ସହ ଅତ୍ୟନ୍ତ ଭୟଭୀତ କରି ଦେଇଛି।


ତେବେ ଭିଡିଓ ରେ ଦେଖିବାକୁ ମିଳିଛି କି, ମନ୍ଦିର ଭିତରୁ ଉଦ୍ଧାର ହୋଇଛି ବିରାଟ ଚନ୍ଦ୍ରନାଗ ସାପ। ହଁ ଆଜ୍ଞା, ମନ୍ଦିର ର ପୂଜାରୀ ପୂଜା କରିବା ସମୟରେ ଏହି ବିରାକାୟ ସାପଟିକୁ ଦେଖିବକୁ ପାଇଥିଲେ। ଏହାପରେ ପୂଜକ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସାପ ଟି ଶିବ ଲିଙ୍ଗ ଭିତରେ ଗୋଡେଇ ହୋଇ ରହିଥିଲା। ଏହାପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ ଟିମ୍ କୁ ଖବର ଦିଆ ଯାଇଥିଲା। ସ୍ନେକ୍ ହେଲ୍ପ ଲାଇନର ର ସଦସ୍ୟ ମୁନ୍ନା ଆସି ସାପଟିକୁ ଉଦ୍ଧାର କରିଥିଲେ। ଖୁବ୍ କୌଶଳ କ୍ରମେ ସେ ସାପଟିକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ନିଜ ସାଥିରେ ନେଇ ଯାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

 

ତେବେ ଆମ ଭାରତରେ ଯଦି ଦେଖିବା ପ୍ରତ୍ୟେକ ବର୍ଷ ସାପ କାମୁଡାରେ ପ୍ରାୟ ହରାଇ ଥାନ୍ତି। ଏହା କାରଣ ହେଉଛି ଅନ୍ଧ ବିଶ୍ଵାସ। ଗ୍ରାମାଞ୍ଚଳ ରେ କିଛି ଲୋକ ଏପରି ଥାନ୍ତି ଯେଉଁମାନେ କି ଗୁଣୀ ବିଦ୍ୟାକୁ ଅଧିକ ବିଶ୍ଵାସ କରିଥାନ୍ତି ତେଣୁ ଡ଼ାକ୍ତର ପାଖକୁ ଯିବା ପୂର୍ବରୁ ସେମାନେ ପ୍ରଥମେ ଗୁଣିଆ ପଖକୁ ଯାଆନ୍ତି ଫୁଙ୍କା ଝାଡା କରିବା ପାଇଁ। ଯେଉଁ କାରଣ ରୁ ସେମାନଙ୍କୁ ଉଚିତ୍ ଟ୍ରିଟମେଣ୍ଟ ମିଳି ପାରେ ନାହିଁ ଆଉ ସେମାନେ ପ୍ରାଣ ହରାଇ ଥାନ୍ତି।ତେଣୁ ଆପଣ ଏପରି ଭୁଲ କେବେ ହେଲେ କରନ୍ତୁ ନାହିଁ ସାପ କାମୁଡ଼ିଲା ମାତ୍ରେ ପ୍ରଥମେ କ୍ଷତ ସ୍ଥାନ ଉପଟକୁ ଟାଇଟ୍ କରି ବାନ୍ଧି ନିଅନ୍ତୁ। ଏହାପରେ ତୁରନ୍ତ ଜିଲ୍ଲା ହସ୍ପିଟାଲ୍ କୁ ଯାଆନ୍ତୁ। ସେଠାରେ ଆପଣଙ୍କ ରକ୍ତ ପରୀକ୍ଷା ପରେ ଆପଣ ଉଚିତ୍ ଟ୍ରିଟମେଣ୍ଟ ପାଇ ପାରିବେ।

Leave A Reply

Your email address will not be published.