ସୋସିଆଲ ମିଡିଆ ବହୁ ବ୍ୟକ୍ତି ଙ୍କୁ ବେଶ ଲୋକ ପ୍ରିୟ କରାଇ ପାରିଛି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ରୁ ବହୁ ଯୁବ ପିଢୀ ଭଲ ରୋଜଗାର ମଧ୍ୟ କରୁଛନ୍ତି ।ଓଡ଼ିଶାର ଘରେ ଘରେ ପରିଚିତ ରୁପା , ପିଣ୍ଟୁ ଓ ଖୁସି ନିଜ ୟୁଟ୍ୟୁବ ଚେନାଲ ମାଧ୍ୟମରେ ଆଜି ଖୁବ ସଫଳ ହେଇ ପାରିଛନ୍ତି ।ହେଲେ ଏହି ସଫଳତା ପଛରେ କିଛି ଏମିତି କାହାଣୀ ରହିଛି ଯାହା ବିଷୟରେ ହୁଏତ ଆପଣ କେବେ ଶୁଣି ନଥିବେ ।ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ଆମ ମାନ ଙ୍କ ପାଇଁ ବେସ ଗୁରୁତ୍ୱପୂର୍ଣ୍ଣ , ତେବେ ଏହି ସୋସିଆଲ ମିଡିଆ କେତେବେଳେ କାହାର ଯେ ଭାଗ୍ୟ ବଦଳିଦେବ ।ଆଉ ସେହି ସଫଳ ବ୍ୟକ୍ତି ଭିତରେ ରୁପା,ପିଣ୍ଟୁ ଓ ଖୁସି ବି ସାମିଲ ଅଟନ୍ତି ।
ତେବେ ସେହି ସମୟରେ ପିଣ୍ଟୁ ଓ ରୁପା ଟିକ ଟିକ ରେ ଏକ ରିଲସ ବନେଇ ସୋସିଆଲ ମେଡିଆ ପୋଷ୍ଟ କରିଥିଲେ ।ଆଉ ଏମିତି ଅନ୍ୟ କିଛି ଟିଲସ କରି ସୋସିଆଲ ମେଡିଆ ରେ ପୋଷ୍ଟ କରିବା ପରେ ସେହି ରିଲସ ଭିୟୁର ସଂଖ୍ୟା ବଢ଼ିବାରେ ଲାଗିଲା ।ହେଲେ ଠିକ ସେହି ସମୟରେ ଭାରତରେ ଟିକ ଟିକ ବେନ ହେଇଗଲା ।
ଏହାପରେ ରୂପ ପିଣ୍ଟୁ ରିଲସ କରି ପାରି ନଥିଲେ କିନ୍ତୁ ଚୁପ ହେଇ ବସି ନଥିଲେ ପିଣ୍ଟୁ ।ସେତେବେଳେ ସେ ୟୁଟ୍ୟୁବ ରେ ଏକ ଚେନାଲ ତିଆରି କଲେ ଯାହାର ନାମ ରୁପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ରଖିଲେ ।ଏହାପରେ ଏହି ଚେନାଲ ସେ ସେ ନିଜ ପରିବାର ଓ ପରିବାର ରେ ହେଉଥିବା କାର୍ଯ୍ୟକ୍ରମ ହୁଡ଼ିକୁ ଭିଡ଼ିଓ ମାଧ୍ୟମରେ ଦେଖାଇ ଚାଲିଲେ ।
ତେବେ ତାଙ୍କ ପରିବାର ଭିତରେ ଥିବା ସ୍ନେହ ଓ ମଜାମସ୍ତି କୁ ଲୋକମାନେ ଦେଖିବାକୁ ଖୁବ ପସନ୍ଦ କରିବାରେ ଲାଗିଲେ ।ଏହାପରେ ତାଙ୍କର ଭିଡ଼ିଓ ଗୁଡିକରେ ଭିୟୁର ଓ ସବସକ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଲା ।ତେବେ ଆଜି ରୂପା ପିଣ୍ଟୁ ଓ ଖୁସି ଙ୍କର ବହୁତ ଆଲବମ ଦେଖିବାକୁ ମିଳୁଛି, ରୁପା ଙ୍କ ବୋହୁ ଙ୍କୁ ଦର୍ଶକ ମାନେ ପ୍ରଶଂସା କରୁଥିବା ବେଳେ ଖୁସିର ମସ୍ତି କୁ ଲୋକମାନେ ଖୁବ ଭଲପାଇବା ଦେଉଛନ୍ତି।ଆଉ ବର୍ତ୍ତମାନ ଏହି ଯୋଡ଼ି ଓଡ଼ିଶାର ନଂ ୧ ୟୁଟ୍ୟବ ବ୍ଲଗର ରୁପା ପିଣ୍ଟୁ ଖୁସି ଏକ୍ସପ୍ରେସ୍ ଭାବରେ ପରିଚିତ।ସହଜରେ କେବେ କିଛି ହାସଲ ହୁଏ ନାହିଁ କଠିନ ପରିଶ୍ରମ ଓ ଦୃଡ଼ ମନୋବଳ ଥିଲେ ଜଣେ ସଫଳତା ହାସଲ କରିପାରିବେ।
ଆଜିର ଭିଡିଓ ରେ ଦେଖିବାକୁ ମିଳିଛି ରୁନା ଘର ପାଇଁ ଯାତ୍ରାରୁ ଚା କପ୍, ଚୁଡ଼ି, ଖୁସି ମା ପାଇଁ ଚୁଡ଼ି ଯାହା ରୁପାଙ୍କୁ ଦେଖାଉଛି। ଆଉ ତାଙ୍କ ଘରକୁ ଧନ ଅର୍ଥାତ୍ ତାଙ୍କ ଭଣଜା ଆସିଛି। ଆଉ ତାଙ୍କ ମାଇଁ ଯାହା କହୁଛି ଧନ ତାଙ୍କ ମାନୁଛି। ତାପରେ ହଠାତ୍ ରୁପାଙ୍କ ଦେହ ଅସୁସ୍ଥ ହେବାରୁ ଧନ ଆସି ମାଇଁଙ୍କ ପାଖରେ ଗେହ୍ଲା ହେଉଛି ଆଉ ମାଇଁର ମୁଣ୍ଡ ଚିପି ଦେଉଛି। ଏମିତି ଭାବରେ ମାଇଁ ଓ ଭଣଜା ମଧ୍ୟରେ ଭଲ ପାଇବା ଦେଖିବାକୁ ମିଳିଥିଲା। ଆଉ ସମସ୍ତେ ଏହି ଭିଡିଓ କୁ ପସନ୍ଦ ମଧ୍ୟ କରିଛନ୍ତି।