ହିରୋ ସବ୍ୟସାଚୀଙ୍କୁ ଏମିତି କଲେ ଅର୍ଚିତା ଦେଖିଲେ ଆପଣ ହସି ହସି ଗଡିବେ…ଦେଖନ୍ତୁ ଭିଡ଼ିଓ…

ଆପଣ ତ ଜାଣିଛନ୍ତି ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କେତେ ଜଣାଶୁଣା ଚେହେରା ଅଟନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ଲୋକପ୍ରିୟ ଅଭିନେତା ତଥା ନାୟକ ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି।ଏହି ଦୁଇଜଣଙ୍କ ଯୋଡ଼ିଙ୍କୁ ଓଡ଼ିଶାର ଅଗଣିତ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଆପଣତ ଜାଣିଛନ୍ତି ଓଲିଉଡ ର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁନ୍ଦରୀ ନାୟିକା ଅର୍ଚ୍ଚିତା ସାହୁ। ତାଙ୍କ ଚେହେରା ଯେମିତି ସ୍ଵୀଟ ଆଉ କ୍ୟୁଟ ସେମିତି ଚୁଲବୁଲି ଅଟନ୍ତି ସେ।ସତେ ଯେମିତି ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଗ୍ଲାମର ପାଇଁ ଏବଂ ତାଙ୍କର ବେଶଭୂଷା ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।

 

ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସମସ୍ତେ ତାଙ୍କୁ ବହୁତ୍ ଭଲ ପାଆନ୍ତି।ତେବେ ଓଡ଼ିଆ ସିନେମା ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ସେ ତାଙ୍କର ଅଭିନୟ ସାଙ୍ଗକୁ ମନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ସେ ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି। ଅନେକ ସମୟରେ ସେ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖି ଥିବାର ଦେଖିବାକୁ ମିଳିଥାଏ। ସ୍ବାମୀ ସବ୍ୟସାଚୀ ଙ୍କ ସାଙ୍ଗରେ ନିଜର ସୁନ୍ଦର୍ ଫଟୋ କୁ ବିଭିନ୍ନ ଗେଟ୍ ଅପ୍ ରେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଅର୍ଚ୍ଚିତା। ଅନେକ ସମୟରେ ଆପଣ ଏହି ଯୋଡ଼ିଙ୍କ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତର ଫଟୋ ସବୁ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ। ସେହିଭଳି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଏକ ଭିନ୍ନ ଅନ୍ଦାଜ ରେ ଦେଖିବାକୁ ମିଳିଛି।

ହିରୋଇନ୍ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଦୁଇଜଣ ଆକର୍ଷଣୀୟ ଲୁକ୍ସରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି। ଭିନ୍ନ ଭିନ୍ନ ପୋଜ ଦେଇ ଉଭୟ ଫଟୋ ଉଠାଉଛନ୍ତି ତ ପୁଣି ସାଙ୍ଗରେ ଫଟୋ ଉଠାଇଛନ୍ତି। ସେମାନଙ୍କ ଭିତରେ ଥିବା ଭଲପାଇବା ଏବଂ ସ୍ନେହକୁ ଆପଣ ଏଠାରେ ଏହି ଭିଡିଓ ରେ ଦେଖି ପାରିବେ। କିପରି ଭାବରେ ସେମାନେ ସାଙ୍ଗ ହୋଇ ଫଟୋ ଉଠାଉଛନ୍ତି ଏବଂ ମଜା ମସ୍ତି କରୁଛନ୍ତି ତାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ସେମାନଙ୍କ ର ଏପରି ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟ ସବୁକୁ ଦେଖି ତାଙ୍କର ପ୍ରଶଂସକ ମାନେ ବେଶ୍ ଖୁସି ହେଉଛନ୍ତି।

Leave A Reply

Your email address will not be published.