ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ।ତେବେ ଯେତେବେଳେ ସିଙ୍ଗର ହୁଅନ୍ତୁ ଵା ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କିଛି କଥା ଭାଇରାଲ ହୋଉଥାଏ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି । ତେବେ ବାର୍ତ୍ତମାନ ଯାହାଙ୍କ ବିଷୟରେ ଆମେ ମାନେ ଆଲୋଚନା କରିବାକୁ ଯାଉଛୁ ସେ ହେଉଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟର ସଂଗୀତ କାର ଅନନ୍ୟା ଶ୍ରୀତମ ନନ୍ଦ ଙ୍କ ଏକ ଭିଡିଓ ଭାଇରାଲ ହେଉଛି ଆଉ ସେହି ଭିଡିଓ ବିଷୟରେ ଜଣେଇବୁ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ଆମ କଳା ଜଗତ ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯାହାଙ୍କର ଗୀତ ଶୁଣିବା ପାଇଁ ଦର୍ଶକ ମାନେ ପାଗଳ ପ୍ରାୟ ଅଟନ୍ତି | ସେଥି ମଧ୍ୟରୁ ଅନେକ ଙ୍କର ନିଜ ନିଜର ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି ଆଉ ତାଙ୍କ କଣ୍ଠ ରୁ କିଛି ସୁନ୍ଦର ଗୀତ ଶୁଣିବା ପାଇଁ ଦର୍ଶକ ଯେମିତି ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ସେଭଳି ଏକ ଗାୟିକା ଙ୍କର ସୁନ୍ଦର ଗୀତ ନଜର କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |ତେବେ ପ୍ରସିଦ୍ଧ ଗାୟିକା ଅନନ୍ୟା ଶ୍ରୀତମ ନନ୍ଦଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି କେବଳ ଓଡ଼ିଶା ର ପ୍ରିୟ କଣ୍ଠଶିଳ୍ପୀ ନୁହଁନ୍ତି
ବରଂ ପୁରା ଭାରତ ସାରା ସେ ଚର୍ଚ୍ଚିତ ଅଟନ୍ତି | ଜଣାଶୁଣା ଗାୟକା ଅନନ୍ୟା ଅଲିଉଡ ରେ ନୁହଁ ବଲିଉଡ ରେ ନିଜର ନାଁ କୁ ଉଜ୍ଜଳ କରିଛନ୍ତି | ଆଉ ତାଙ୍କର ଗୀତ ମାଧ୍ୟମରେ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ , ଅନେକ ପ୍ରକାରର ସଂଗୀତ ର ଯାଦୁ ରେ ସମସ୍ତ ଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି |
ତେବେ ଭାଇରାଲ ହେଉଥିବା ଗୀତ ଟି ହେଉଛି ଇତନା ମଜା କିଉ ଆରାହା ହେ । ଯେଉଁଥିରେ ସୁନ୍ଦର ଭାବରେ ଏହି ଭଳି ଗୀତ ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ଅନନ୍ୟା ଆଉ ସମସ୍ତ ଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ।ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଓଡିଶା ର ଜଣା ଶୁଣା ଆପଣ ମାନଙ୍କର ସମସ୍ତ ଙ୍କର ପ୍ରିୟ ସିଙ୍ଗର ଅନନ୍ୟା ନନ୍ଦ । ଆଉ ଯିଏ କି ଅନେକ ଗୀତ ଗାଇଛନ୍ତି ଅଲିଉଡ ଓ ବଲିଉଡ ଇଣ୍ଡୋଷ୍ଟ୍ରି ପାଇଁ , ଆଉ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡ଼ିଓ ରେ ଅନନ୍ୟା ସୁନ୍ଦର ଭାବରେ ନିଜର ସ୍ୱର ର ଯାଦୁ ରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି । ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।