ସେଲିବ୍ରେଟି ଙ୍କ ଜୀବନ ଶୈଳୀ ଷ୍ଟାଇଲିସ ଧରଣ ର ହୋଇ ଥାଏ ଆଉ ଏମାନେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି | ସେଭଳି ଭାବେ ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତ୍ରୀ ରହିଛନ୍ତି ତାଙ୍କର ସୁନ୍ଦର ଚେହେରା ସହିତ ସୁନ୍ଦର ଅଭିନୟ ଦର୍ଶକ ମାନଙ୍କୁ ଖୁବ ଆକର୍ଷଣୀୟ କରିଥାଏ |
ତେବେ ଏହା ମଧ୍ୟ ସତ ଯେ ଫିଲ୍ମ ରେ ଗୀତ ଯଦି ନ ରହିବ ତେବେ ସେହି ଫିଲ୍ମ ଟି ଅଧୁରା ଲାଗିବ ଆଉ ଏକ କଣ୍ଠଶିଳ୍ପୀ ପାଇଁ ହିଁ ଏକ ଫିଲ୍ମ ପ୍ରସ୍ତୁତ ହୋଇ ପାରିଥାଏ | ଗୀତ ଶୁଣିବା ଦ୍ୱାରା ଆମ ମନକୁ ଖୁବ ଶାନ୍ତି ମିଳିଥାଏ ଯାହାକି ଅନେକ ଟେନ୍ସନ ମଧ୍ୟ ଚାଲିଯାଏ |ତେବେ ଆମ କଳା ଜଗତ ରେ ଅନେକ ଗାୟକ ଓ ଗାୟିକା ଅଛନ୍ତି ଯେଉଁ ମାନେ ତାଙ୍କ ସୁନ୍ଦର କଣ୍ଠ ଦ୍ୱାରା ଆମ ମନକୁ କିଣି ପାରିଥାନ୍ତି | ତେବେ ନିଜ ନିଜର ପ୍ରିୟ ଗାୟକ ଗାୟିକା ଥାଆନ୍ତି ଯାହାଙ୍କର ଗୀତ ଶୁଣିବା ପାଇଁ ବେସ ଖୁସି ଲାଗି ଥାଏ | ତେବେ ସେଥି ମଧ୍ୟରୁ ଜଣେ ପ୍ରସିଦ୍ଧ ଗାୟିକା ହେଉଛନ୍ତି ପ୍ରଜ୍ଞା ହୋତା ଯିଏ କି ତାଙ୍କ ସୁନ୍ଦର କଣ୍ଠ ଦ୍ୱାରା ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି |
ତେବେ ପ୍ରଜ୍ଞା ହେଉଛନ୍ତି ଜଣେ ଅଲିଉଡ ପ୍ଲେ ବେଗ ସିଙ୍ଗର ଆଉ ଅନେକ ଫ୍ଲିମ, ଆଲବମ ସହିତ ଅନେକ ଷ୍ଟେଜ ପୋରଫୋମେନ୍ସ ମଧ୍ୟ କରି ଓଡିଶା ର ଲୋକ ମାନଙ୍କର ହୃଦୟରେ ଘର କରିଛନ୍ତି | ତେବେ ଆଜି ଆମେ ଏହି ସୁନ୍ଦର କଣ୍ଠଶିଳ୍ପୀ ପ୍ରଜ୍ଞା ହୋତା ଙ୍କୁ ଘର ପରିବାର ଓ କ୍ୟାରିୟର ସମ୍ପର୍କ ରେ ଜାଣିବା |
ପ୍ରଜ୍ଞା ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-
ପ୍ରଜ୍ଞା 20 ଡିସେମ୍ବର 1997 ମସିହାରେ ଢେଙ୍କାନାଳ ର ସଦାଶିବପୁର ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସେ ଅନୁଗୁଳ ରେ ବସ ବାସ କରୁଥିଲେ ଓ ରୋଟାରି ଡିଏଭି ପବ୍ଲିକ ସ୍କୁଲ ରେ ତାଙ୍କର ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି |
View this post on Instagram
ଆଉ ଯେଉଁଠି କୁହାଯାଉଛି କି ଏମ ସି ଏଲ କରିବା ସହିତ ତାଙ୍କର ବିଏ ମଧ୍ୟ କମ୍ପ୍ଲିଟ କରିଛନ୍ତି ପ୍ରଜ୍ଞା | ଆଉ ଯେଉଁଠି କୁହାଯାଉଛି କି ପ୍ରଜ୍ଞା ଙ୍କର ହାଇଟ 5 ଫୁଟ 4 ଇଞ୍ଚ ହୋଇଥିବା ବେଳେ ତାଙ୍କର ୱେଟ 48 ବୋଲି କୁହାଯାଉଛି | ଏହା ସହିତ ପ୍ରଜ୍ଞା ଭଏସ ଅଫ ଓଡିଶା ର ସିଜିନ 3 ରେ ଉଇନର ହୋଇଥିଲେ |
ଏହା ପରେ ପରେ ପ୍ରଜ୍ଞା ତାଙ୍କ ସିଂଗିଙ୍ଗ କେରିଅର ତାଙ୍କର ଆରମ୍ଭ କରିଥିଲେ, ଏହା ସହିତ ଯାହା ଜଣା ପଡିଛି କି ପ୍ରଜ୍ଞା ଅନେକ ଭଜନ ସଂଗୀତ ମଧ୍ୟ ଗାଇଛନ୍ତି ଆଉ ତାଙ୍କର ସଂଗୀତ ମାଧ୍ୟମରେ ସମସ୍ତ ଙ୍କର ହୃଦୟ କି କିଣି ପାରିଛନ୍ତି | ତେବେ ପିଲା ଦିନରୁ ସଂଗୀତ ପ୍ରତି ଥିବା ଭଲ ପାଇବା କୁ ପ୍ରଜ୍ଞା ତାଙ୍କର ସଂଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି ଆଉ ତାଙ୍କର ସୁନ୍ଦର କଣ୍ଠ ମାଧ୍ୟମ ରେ ସେ ଆଜି ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି |