For Baby Boy : ବାରମ୍ବାର ଝିଅ ହେଉଥିଲେ,ପୁଅ ହେବା ପାଇଁ ନିହାତି ଥରେ ଖାଆନ୍ତୁ,ବହୁ ପରୀକ୍ଷିତ |

ବିବାହ ପରେ ଉଭୟ ପତି ଓ ପତ୍ନୀ ଦୁହେଁ ଏକ ସନ୍ତାନ ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ତାଙ୍କ ସନ୍ତାନ ସେମାନଙ୍କ ସବୁ କିଛି ହେଇଥାଏ ତେବେ ଝିଅ କିମ୍ବା ପୁଅ ହେବା ବାପା ମାଙ୍କ ଉପରେ ନିର୍ଭର କରିଥାଏ , ତା ସହିତ ଈଶ୍ୱର ଙ୍କ କୃପା ମଧ୍ୟ ଆବଶ୍ୟକ ହେଇଥାଏ । ଆଜିର ସମୟରେ ଭ୍ରୁଣ ହତ୍ୟା କରି ବହୁତ୍ ବଡ଼ ଭୁଲ କରୁଛନ୍ତି, ସେମିତି ଭୁଲ ଆଦୌ କରନ୍ତୁ ନାହିଁ। ଉଭୟ ପୁଅ ଝିଅ ସମସ୍ତେ ସମାନ ଆଜିକାଲି ଯାହା ସବୁ ପୁଅ ମାନେ କରି ପାରିନାହାନ୍ତି ତାହା ଏବେ ଝିଅମାନେ କରି ଦେଖାଉଛି।

ବାରମ୍ବାର ଝିଅ ହେଉଥିଲେ ପୁତ୍ର ସନ୍ତାନ ଇଚ୍ଛା ରଖୁଥିବା ଲୋକମାନଙ୍କ ପାଇଁ ଏହି ଉପାୟ ଟି ବହୁ ପରିକ୍ଷିତ ଅଟେ । ଈଶ୍ୱର କୃପା ସହିତ ଆୟୁର୍ବେଦ ରେ ଏମିତି କିଛି ଉପଚାର ବର୍ଣ୍ଣିତ ଅଛି ଯାହାର ପ୍ରୟୋଗ କରି ଆପଣ ପୁତ୍ର ସନ୍ତାନ ପ୍ରାପ୍ତ କରିପାରିବେ ।

ପୁତ୍ର ସନ୍ତାନ ଇଚ୍ଛା ରଖୁଥିବା ବ୍ୟକ୍ତି ମାନଙ୍କୁ ଏହି ହୋମ ରେମିଡି ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକତା ପଡ଼ିବ ତାହା ଅଟେ ମୟୂର ଚନ୍ଦ୍ରିକା । ଆୟୁର୍ବେଦ ରେ ବର୍ଣ୍ଣିତ ଅଛି ମୟୂର ଚନ୍ଦ୍ରିକାର ପ୍ରୟୋଗ କରି ଆପଣ ପୁତ୍ର ସନ୍ତାନ ପ୍ରାପ୍ତ କରି ପାରିବେ।

ଏଥିପାଇଁ ଆପଣ ୩ ଟି ମୟୂର ଚନ୍ଦ୍ରିକା ନିଅନ୍ତୁ ତାକୁ ଛୋଟ ଛୋଟ ପିସ୍ ରେ କାଟନ୍ତୁ। ପ୍ରଥମେ ଆପଣ ସକାଳୁ ଗାଧୋଇ ସାରି ଆସି ସୂର୍ଯ୍ୟନକୁ ନମସ୍କାର କରନ୍ତୁ। ତାପରେ ଗୋଟିଏ ମୟୂର ଚନ୍ଦ୍ରିକା କୁ ଛୋଟ ଛୋଟ ପିସ୍ କରି କାଟନ୍ତୁ ଏହା ପରେ ଦ୍ୱିତୀୟ ସାମଗ୍ରୀ ଆବଶ୍ୟକତା ପଡ଼ିବ ତାହା ଗୁଡ଼ ଅଟେ।

ଯେତିକି ମାତ୍ରା ରେ ଆପଣ ଗୁଡ଼ ଗିଳି ପାରିବେ ସେତିକି ମାତ୍ରା ରେ ଗୁଡ଼ ନିଅନ୍ତୁ । ଆଲି ସାଇଜ ରେ ଗୋଟିଏ ବାଟିକା ପ୍ରସ୍ତୁତ କରନ୍ତୁ । ଛୋଟ ଛୋଟ କାଟି କରି ରଖିଥିବା ମୟୂର ଚନ୍ଦ୍ରିକା କୁ ସି ଗୁଡ଼ ଉପରେ ପକାନ୍ତୁ ଏହା କୁ ଛୋଟ ଛୋଟ ଗୋଲି ରେ ପ୍ରସ୍ତୁତ କରନ୍ତୁ । ଏବେ ଆପଣଙ୍କର ଏହି ରେମିଡି ପ୍ରସ୍ତୁତ ଅଟେ।

ସେବନ କରିବା ପ୍ରଣାଳି:- କୌଣସି ରବିବାର ଦିନ ଗର୍ଭର ଦେଢ଼ ମାସ ଠାରୁ ୩ ମାସ ମଧ୍ୟରେ ସକାଳୁ ଗାଧୋଇ ସୂର୍ଯ୍ୟକୁ ନମସ୍କାର କରି କୁଟୀର କିମ୍ବା କଇଁଚି ସହାୟତା ରେ ଟିକ୍ ଟିକ କରି କାଟି ଯେତିକି ଗୁଡ଼ ଭିତରେ ରହିପାରିବ ଏବଂ ଆପଣ ତାକୁ ଗିଳି ପାରିବେ ସେତିକି ଗୁଡ଼ ପୁରାଇ ଡାହାଣ ନାକ ପୁଡ଼ା ରେ ନିଃଶ୍ୱାସ ଯାଉଥିବା ସମୟରେ ଗିଳି ଦେବେ ।

ଏହି ପରି ଆପଣ ରବିବାର ଦିନ, ସୋମବାର ଦିନ ଓ ମଙ୍ଗଳ ବାର ଦିନ କରନ୍ତୁ । ପ୍ରତେକ ଦିନ ଗୋଟିଏ ଲେଖାଏଁ ମୟୂର ଚନ୍ଦ୍ରିକା ସହିତ ଗୁଡ଼ ମିଶାଇ ଖାଇଲେ ପୁତ୍ର ସନ୍ତାନ ନିଶ୍ଚିତ ହେବ , ଏହା ବହୁ ପରୀକ୍ଷିତ ଆୟୁର୍ବେଦକ ଘରୋଇ ଉପଚାର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.