ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” O Sarabi Kya Sarabi ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ଆମ ସମାଜ ରେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

 

ସମସ୍ତେ ପ୍ରାୟ ଇନଷ୍ଟା ରେ ଛୋଟ ଛୋଟ ରିଲ୍ସ ଭିଡ଼ିଓ କରି ଉପଲୋଡ କରି ଥାଆନ୍ତି ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାନ୍ତି | ଆଗ କାଳରେ କିଛି ପ୍ରତିଭା ହେଉ କିଛି ସ୍ଥାନର କାର୍ଯ୍ୟକ୍ରମ ହେଉ ତାହା ଲୋକ ଲୋଚନ ସାମ୍ନା କୁ ଆସି ପାରୁ ନଥିଲା କିନ୍ତୁ ଏବେ ଟିକନିକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦ୍ୱାରା ସାମ୍ନା କୁ ଆସୁଛି ଆଉ ଏହା ଦ୍ୱାରା ଲୋକେ ଫେମସ ମଧ୍ୟ ହୋଇ ପାରୁଛନ୍ତି | ତେବେ ସେଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଏକ ଯୁବତୀ ଙ୍କର ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି |

ହିନ୍ଦୀ ଗୀତର ଆଇଟମ ସଙ୍ଗ ସାକି ଗୀତ ରେ ଏହି ଯୁବତୀ ଜଣଙ୍କ ନାଚୁ ଥିବାର ଦେଖା ଯାଇଛି, ଯୁବତୀ ଜଣଙ୍କ ଏକ ଚୁଡିଦାର ଡ୍ରେସ ପିନ୍ଧିଛନ୍ତି ଆଉ ଏକ ଲମ୍ବା ବେଣୀ ପକାଇଛନ୍ତି | କେବଳ ସେତିକି ନୁହେଁ ସେ ନିଜ ଘରେ ମୀରର ଆଗରେ ଠିଆ ହୋଇ ଯେଉଁଭଳି ଭାବରେ ଅଣ୍ଟା ହଲାଇ ଡ୍ୟାନ୍ସ କରୁଛନ୍ତି ତାହାକୁ ଦେଖିଲେ ଆପଣ ମଧ୍ୟ ଆଖି ଫେରାଇ ନେଇ ପାରିବେ ନାହିଁ |

ତାଙ୍କ ଫିଗର କୁ ଏହି ଡ୍ୟାନ୍ସ ଟି ଖୁବ ଆକର୍ଷଣୀୟ ଲାଗୁଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି | ତେବେ ଏହି ଭିଡ଼ିଓ ଟିକୁ କେହି ଜଣେ ସୋସିଆଲ ୟୁଜର୍ସ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ଏହା କେଉଁଠିକାର ଭିଡ଼ିଓ ତାହା ସଠିକ ଭାବେ ଜଣା ନାହିଁ କିନ୍ତୁ ଏହା ସମସ୍ତ ଙ୍କୁ ବେସ ପସନ୍ଦ ଆସିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.