ଓଃ..କି..ଡ୍ୟାନ୍ସ. – କଲେଜ ଯୁବତୀ ପତଲୀ Kamariya ଗୀତରେ ଲଗାଇଲେ ଜବରଦସ୍ତ ଠୁମକା… ଦେଖିଲ ନିଜକୁ ସମ୍ଭାଳି ପାରିବେନି……ଦେଖନ୍ତୁ viral ଭିଡ଼ିଓ ଟିକୁ….

ଆଜିକାଲି ଯୁଗରେ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଅଛନ୍ତି | କାରଣ ଆଜିକା ସମାଜ ଏବେ ଏମିତି ହୋଇ ଯାଇଛି କି ଜଣେ ବ୍ୟକ୍ତି ମୋବାଇଲ ବିନା କୌଣସି କାର୍ଯ୍ୟ କରି ପାରିବ ନାହିଁ | ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ସୋସିଆଲ ଆକାଉଣ୍ଟ ରେ ଭିନ୍ନ ଭିନ୍ନ ପୋଷ୍ଟ କରି ଥାଆନ୍ତି | ତେବେ ସମସ୍ତେ ଆଜିକାଲି ରିଲ୍ସ ଆଦି କରି ଥାଆନ୍ତି ବିଭିନ୍ନ ଶୈଳୀ ରେ ଭିନ୍ନ ଭିନ୍ନ ଗୀତ ଦେଇ ଭିଡ଼ିଓ ପ୍ରସ୍ତୁତ କରି ନିଜ ଇନଷ୍ଟା ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି |

 

ଆଉ ଏହା ଦ୍ୱାରା ଜଣେ ବ୍ୟକ୍ତି ଫେମସ ମଧ୍ୟ ହୋଇ ଥାଏ, ଏମିତି ଛୋଟ ଛୋଟ ଭିଡ଼ିଓ ଆପଣ ଅନେକ ଦେଖି ଥିବେ ମଧ୍ୟ | କିନ୍ତୁ ବର୍ତ୍ତମାନ ସମୟରେ ଏକ ଗୀତ ର ରିଲ୍ସ ଟ୍ରେଣ୍ଡ ରହିଛି ଯାହାକୁ ଦେଖିବ ସେ କେବଳ ଏହି ଗୀତ ରେ ହିଁ ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରୁଛି | ତେବେ ସେଭଳି ଏକ ଭିଡ଼ିଓ କିଛି କଲେଜ ପିଲା ଙ୍କର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ 1 ମିଲିୟନ ରୁ ଅଧିକ ଲାଇକ ମଧ୍ୟ ଆସିଛି | ତେବେ ଆସନ୍ତୁ ଏହି ଭିଡ଼ିଓ ଟି ଉପରେ ନଜର ପକାଇବା |

ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ଏକ କଲେଜ ର କିଛି ଛାତ୍ର ଛାତ୍ରୀ ମିଶି ଏହି ରିଲ୍ସ ଟିକୁ କରିଛନ୍ତି | ଯାହାକି ଏକ କ୍ଲାସ ରୁମ ରେ ଦେଖିବା ପାଇଁ ମିଳିଛି | ତେବେ ଏଠାରେ ଯୁବତୀ ଜଣଙ୍କ ଯେଉଁଭଳି ଭାବରେ ପତଲୀ କାମରୀୟ ବୋଲେ ଗୀତ ରେ ଅଣ୍ଟା ହଲାଇ ଡ୍ୟାନ୍ସ କରିଛନ୍ତି ତାହା ସବୁଠୁ ଆକର୍ଷଣୀୟ ରହି ଥିଲା | ଏହା ସହିତ ତାଙ୍କ ସାଥି ମାନେ ତାଙ୍କୁ ଉତ୍ସାହିତ କରି ଆକ୍ସନ କରି ଦେଖାଉଛନ୍ତି ଆଉ ଯୁବତୀ ଜଣଙ୍କ ପୁଣି ଡ୍ୟାନ୍ସ କରିବାକୁ ଲାଗୁଛନ୍ତି |

ଭିଡ଼ିଓ ଟି ଏତେ ସୁନ୍ଦର ହୋଇଛି କି ଯିଏ ବି ଦେଖିଲେ ନିହାତି ଭାବରେ ପସନ୍ଦ କରିବ | ଏହା କେଉଁ କଲେଜ ର ଭିଡ଼ିଓ ତାହା ତ ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ଟି ପୋଷ୍ଟ ହେବା ପରେ ଖୁବ ମାତ୍ରା ରେ ଭାଇରାଲ ହେଉଛି | ଅନେକ ଲାଇକ ମିଳିବା ସହିତ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ସୋସିଆଲ ୟୁଜର୍ସ ମାନେ ରଖିଛନ୍ତି | ତେବେ ଏଭଳି କିଛି ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖି ମନକୁ ଖୁବ ଖୁସି ମିଳି ଥାଏ |

Leave A Reply

Your email address will not be published.