ଦେଖନ୍ତୁ Shocking ଭିଡ଼ିଓ : CCTV ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ବେଳେ ବେଳେ କିଛି ଏଭଳି ଭିଡିଓ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି। ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ସ୍କୁଟି ରେ ବିନା କାରଣରେ ନିଆଁ ଲାଗି ଯାଇଛି। ତେବେ ଭିଡିଓ ଟି ସିସିଟିଭି ରେ କୋଏଦ୍ ହୋଇଥିବାର ଦେଖିବାକୁ ମିଳିଛି ।ତେବେ ଆପଣ ମାନେ ସମସ୍ତେ ଦେଖିଥିବେ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ଆସେ ଯାହାକୁ ଦେଖିଲେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିବେ ଏମିତି କିଛି ଘଟିବ ବୋଲି।


ତେବେ ଏହି ସବୁ କିଛି କିଛି ଘଟଣା ସିସିଟିଭି କ୍ୟାମେରା ରେ କୋଏଦ ହେବା ପରେ ଘଟଣା ଟି ସାମ୍ନାକୁ ଆସିଥାଏ। ଆଉ ଯାହାଫଳରେ ସମସ୍ତେ ଜାଣିବାକୁ ପାଇଥାନ୍ତି। ଆଉ ଯେଉଁ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ତାହା ଦେଖିଲେ ଭୟଭୀତ ହୋଇଯିବେ ବୋଲି କୁହାଯାଉଛି।

ତେବେ ସୂଚନା ଅନୁସାରେ, ଦେଖିବାକୁ ମିଳିଥିଲା କି ଏକ ସ୍କୁଟି ରେ ଜଣେ ଯୁବକ ଓ ଯୁବତୀ ସ୍କୁଟି ରେ ବସି ଆସିଥିଲେ ରାସ୍ତା ରେ ।ଆଉ ଦେଖିବାକୁ ପାଇଥିଲେ କି ସ୍କୁଟି ରେ ହଠାତ ବିନା କାରଣରେ ନିଆଁ ଲାଗି ଯାଇଥିଲା ସ୍କୁଟି ରେ ।ଆଉ ନିଆଁ ଲାଗୁଥିବାର ଜାଣି ପାରି ଲୋକ ଜଣଙ୍କ ସ୍କୁଟି ଟିକୁ ରାସ୍ତା ରେ ସେମିତି ରଖି ଦେଇଥିଲେ ଆଉ ନିଆଁ ଲାଗୁଥିବାର ଦେଖି ସ୍କୁଟି ପାଖରୁ ଦୌଡ଼ି ପଳେଇ ଆସିଥିଲେ ।


ତାହା ପରେ ରାସ୍ତା ରେ ଯାଉଥିବା ଲୋକ ମାନେ ମଧ୍ୟ ସ୍କୁଟି ଟିରେ ନିଆଁ ଲାଗିଥିବାର ଦେଖିବା ପରେ ରାସ୍ତା ରେ ନ ଯାଇ ଦୂରରେ ସମସ୍ତ ଗାଡ଼ି ଛିଡା ହୋଇ ଯାଇଥିଲା ।ତାହା ପରେ ଗାଡ଼ି ଟିରେ ନିଆଁ ଲାଗୁଥିବାର ଦେଖିବା ପରେ ଲୋକ ମାନେ ପାଣି ଆଣି ସ୍କୁଟି ରେ ନିଆଁ ଲାଗିଥିବା ସ୍ଥାନରେ ପକାଇଥିଲେ । ଆଉ କେମିତି ନିଆଁ କୁ ଲିଭାଇବେ ତାହାର ଚେଷ୍ଟା ମଧ୍ୟ ଚଳାଇଥିଲେ । ଆଉ ପାଣି କୁ ଢାଳିବାକୁ ଲାଗିଥିଲେ ସ୍କୁଟି ଉପରେ ଆଉ ତାହା ପରେ ନାଇଟ୍ରୋଜେନ ଗ୍ୟାସ କୁ ଆଣି ସ୍କୁଟି ରେ ଲାଗିଥିବା ନିଆଁ କୁ ଲିଭା ଯାଇଥିଲା । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.