ତୁଳସୀ ଗଣନାଟ୍ୟ ର Sad Love Song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 80 Million ରୁ ଅଧିକ ଲୋକ ଦେଖି ସାରିଲେଣି..ଦେଖନ୍ତୁ ଭିଡ଼ିଓ ଟିକୁ…

ତେବେ ଫିଲ୍ମ ସିରିଏଲ ପରି ଯାତ୍ରା ଇଣ୍ଡଷ୍ଟ୍ରି ମଧ୍ୟ ହେଉଛି ନିଆଁରା ଯାହାକୁ ଦେଖିବା ଅନେକ ଲୋକ ପାଗଳ ପ୍ରାୟ ହୋଇ ରହି ଥାଆନ୍ତି | କାରଣ ଯାତ୍ରା କଳାକାର ମାନେ ପୁରା ନିଖୁଣ ଓ ଜୀବନ୍ତ ଅଭିନୟ କରି ଦେଖାଇ ଥାଆନ୍ତି |ଯାତ୍ରା ପ୍ରେମୀ ମାନେ ଭାବ ବିହ୍ଵଳ ହୋଇ କାନ୍ଦିବା ଆରମ୍ଭ ଆଉ କମେଡି ରେ ତାଳି ମାରିବା ହୁଇସିଲ ମାରିବା ଏକଥା କିଛି ନୂଆ ନୁହେଁ |

ଏକଥା ଆପଣ ମାନେ ବେସ ଭଲ ଭାବରେ ଜାଣିଛନ୍ତି ଆଉ ଯାତ୍ରା ପ୍ରେମୀ ମାନେ ମଧ୍ୟ ଜାଣନ୍ତି କି ରାତି ଅନିଦ୍ରା ହୋଇ ମୁହଁରେ ପାଉଡର ମାରି ଅଭିନୟ କରୁଥିବା କଳାକାର ମାନେ କିଛି ମନ କଥା କୁହନ୍ତି ନାହିଁ | ନାଟକ ରେ ଲେଖା ଥିବା ପ୍ରତିଟି ସ୍ୱଳାପ କୁ ଘୋଷି ମନେ ରଖି ସେମାନେ ଅଭିନୟ କରନ୍ତି |

 ସମାଜ ରେ ଘଟୁ ଥିବା ପ୍ରତିଟି ଚିତ୍ର କୁ ଦେଖି ବେସ ଚମତ୍କାର ଭାବରେ ଅଭିନୟ କରନ୍ତି ଆଉ ଯାହାଙ୍କ ଅଭିନୟ ଦେଖି ଆମେ ତାଳି ମାରନ୍ତି ଆଉ ଖୁସି ହୁଅନ୍ତି ଆଉ ବେସ ଭାବ ବିହ୍ଵଳ ହୋଇ କାନ୍ଦି ବି ପକାନ୍ତି | ଆମେ ଏମିତି ଅନେକ ଚିତ୍ର ଦେଖିଛନ୍ତି କି ଯେଉଁଠି ନାଟକ ଦେଖି ଅନେକ ଲୋକ କାନ୍ଦିବାର ବିମୁଗ୍ଧ ହୋଇ ତାଳି ମାରିବାର ମଧ୍ୟ ଆପଣ ଦେଖି ଥିବେ | ତେବେ ବେଳେ ବେଳେ ଯାତ୍ରା ମଞ୍ଚର କିଛି ଜବରଦସ୍ତ ସିନ ଦେଖିବା ପାଇଁ ମିଳି ଥାଏ ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇ ଥାଏ, ଆଉ ସେଭଳି ଏକ ସିନ ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |


ତେବେ ଏହି ଯାତ୍ରା ଟି ହେଉଛି ତୁଳସୀ ଗଣନାଟ୍ୟ ର ସରୁନି ଗପ କି ସରୁନି ପାପ ଯାହାକି ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଛି | ତେବେ ଦେଖିବା ପାଇଁ ମିଳିଛି ଦୁଇ କଳାକାର ରହିଛନ୍ତି ଯାହାକି ପରସ୍ପର କୁ ଭଲ ପାଆନ୍ତି ଯେଉଁଥିରେ ଝିଅ ଟି କହୁଛି କିତମେ ମତେ ଭଲ ପାଇ ଧୋକା ଦେଇଛ ଜୀଵନ ସାରା ତମେ କେବଳ ପାପ ହିଁ କରିଛ ଆଉ ଏହାପରେ ଯୁବକ ଜଣଙ୍କ ଉତ୍ତର ରେ କହୁଛନ୍ତି କି ମୋ ଜୀଵନ ବହିର ପ୍ରତେକ ପୃଷ୍ଠା ରେ କେବଳ ପାପ ହିଁ ପାପ, ଦିନ ସରି ଯାଉଛି ସିନା ପାପ ସରୁନି କି ଗପ ସରୁନି |

ତେବେ ଏହା ପାଇଁ ଏହି ଯାତ୍ରା ଟିର ସୁନ୍ଦର ଗୀତ ବାଜିଛି ଯାହାର ଦୃଶ୍ୟ ଏତେ ମନଲୋଭା ହୋଇଛି ଆପଣ ଭାବ ବିହ୍ଵଳ ହୋଇ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ | ଏହି ନାଟକ ଟିକୁ ଅଭିନେତା ଅର୍ଜୁନ ଓ ଅଭିନେତ୍ରୀ ସୋନାଲି ଅଭିନୟ କରି ଦେଖାଇଛନ୍ତି | ତେବେ ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ଦୁଇ ପ୍ରେମୀ ଙ୍କର ଏଭଳି ଜୀବନ୍ତ ଅଭିନୟ ଦେଖି ଆଖି ଲାଖି ଯାଇଥିଲା | ଯାହାକି ଏହି ସିନ ଟିକୁ ଲୋକେ ଖୁବ ଭଲ ପାଇବା ଦେଇ ଥିଲେ ଯାହାକି ସୋସିଆଲ ମିଡ଼ିଆ ରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.